ଦିନେ ଭାରତ ବିପକ୍ଷରେ ପାକିସ୍ତାନ ପାଇଁ ଖେଳିଥିଲେ ସଚିନ…

ନୂଆଦିଲ୍ଲୀ: ଆଜି ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମ ଦିନ। ୪୯ ବର୍ଷରେ ପଦାର୍ପଣ କରିଛନ୍ତି ସଚ୍ଚିନ। ୧୯୭୩ ମସିହାରେ ଆଜିର ଦିନରେ ସେ ବମ୍ବେ(ଏବେ ମୁମ୍ବାଇ)ର ଦାଦର ସ୍ଥିତ ନିର୍ମଲ ନର୍ସିଂହୋମ୍‌ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ରମେଶ ତେନ୍ଦୁଲକର। ସେ ଜଣେ ଜଣାଶୁଣା ମରାଠୀ ଲେଖକ ଥିଲେ। ସଚିନଙ୍କ ମା’ ରଜନୀ ଏକ ଇନ୍‌ସ୍ୟୁରାନ୍ସ କଂପାନୀରେ ଚାକିରି କରୁଥିଲେ। ସଂଗୀତ ନିର୍ଦେଶକ ସଚିନ ଦେବ ବର୍ମନଙ୍କର ଜଣେ ବଡ଼ ପ୍ରଶଂସକ […]

Sachin

Sachin

Tapas Behera
  • Published: Sunday, 24 April 2022
  • Updated: 24 April 2022, 04:53 PM IST

Sports

Latest News

ନୂଆଦିଲ୍ଲୀ: ଆଜି ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମ ଦିନ। ୪୯ ବର୍ଷରେ ପଦାର୍ପଣ କରିଛନ୍ତି ସଚ୍ଚିନ। ୧୯୭୩ ମସିହାରେ ଆଜିର ଦିନରେ ସେ ବମ୍ବେ(ଏବେ ମୁମ୍ବାଇ)ର ଦାଦର ସ୍ଥିତ ନିର୍ମଲ ନର୍ସିଂହୋମ୍‌ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ରମେଶ ତେନ୍ଦୁଲକର। ସେ ଜଣେ ଜଣାଶୁଣା ମରାଠୀ ଲେଖକ ଥିଲେ। ସଚିନଙ୍କ ମା’ ରଜନୀ ଏକ ଇନ୍‌ସ୍ୟୁରାନ୍ସ କଂପାନୀରେ ଚାକିରି କରୁଥିଲେ। ସଂଗୀତ ନିର୍ଦେଶକ ସଚିନ ଦେବ ବର୍ମନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ରମେଶ ତେନ୍ଦୁଲକର। ତେଣୁ ସେ ପୁଅର ନାଁ ସଚିନ ରମେଶ ତେନ୍ଦୁଲକର ରଖିଥିଲେ। ସଚିନଙ୍କର ଦୁଇ ଜଣ ଭାଇ ଓ ଜଣେ ଭଉଣୀ ଅଛନ୍ତି। ଭାଇଭଉଣୀମାନେ ସଚିନଙ୍କଠାରୁ ବଡ଼। ସେମାନେ ସମସ୍ତେ ତାଙ୍କ ବାପାଙ୍କର ପ୍ରଥମ ସ୍ତ୍ରୀଙ୍କ ସନ୍ତାନ।

ମୁଖ୍ୟତଃ କ୍ରିକେଟ୍‌ ଯେଉଁଠି ସଚିନ୍ ସେଇଠି। ଆଜି ହୁଏତ ତାଙ୍କୁ କ୍ରିକେଟ୍‌ ମୈଦାନରେ ଦେଖିବାକୁ ମିଳୁନଥାଇପାରେ, କିନ୍ତୁ ସଚିନ୍‌ଙ୍କ ସଟ୍‌ ଓ ଶିକ୍ଷା, ସବୁ ବେଳେ କ୍ରିକେଟ୍‌କୁ ଅନୁପ୍ରାଣିତ କରିଛି। ତାଙ୍କ ଜନ୍ମଦିନରେ ସଚିନ୍‌ଙ୍କ ସଫଳତା ଓ ସଂଘର୍ଷର ଅନେକ ରୋଚକ କାହାଣୀକୁ ନେଇ ଆଜି ବେଶ୍‌ ଚର୍ଚ୍ଚା ହେଉଛି। ଏହିକ୍ରମରେ ଆଜି ଆମେ ଆପଣଙ୍କୁ ସଚିନ୍ କ୍ରିକେଟ୍‌ କ୍ୟାରିୟର’ର ଏମିତି ଏକ କାହାଣୀ କହିବୁ, ହୁଏତ ଯାହା ଅତି କମ୍‌ ଲୋକ ଜାଣିଥିବେ। ଭାରତର ପରମଶତ୍ରୁ ତଥା କ୍ରିକେଟ୍‌ ମୈଦାନର ସବୁଠୁ ବଡ଼ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଦଳର ପାଇଁ ଦିନେ କ୍ରିକେଟ୍ ଖେଳିଥିଲେ ଭାରତର ଏହି ମହାନ୍ ଖେଳାଳି।

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏମିତି କ’ଣ ଦରକାର ପଡ଼ିଲା ଯେ, ପାକିସ୍ତାନ ପାଇଁ କ୍ରିକେଟ୍‌ ଖେଳିବାକୁ ରାଜି ହୋଇଯାଇଥିଲେ ସଚିନ୍ ତେନ୍ଦୁଲକର। ଘଟଣାଟି ହେଉଛି ୧୯୮୮  ମସିହାର। ମୁମ୍ବାଇର ବ୍ରାବୋନ୍‌ ଷ୍ଟାଡିୟମ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ଏକ ଅଭ୍ୟାସ୍‌ ମ୍ୟାଚ୍ ଚାଲିଥାଏ। ଖେଳ ଚାଲିଥିବା ସମୟରେ ଅଚାନକ୍‌ ଜଣେ ପାକିସ୍ତାନର ଖେଳାଳି ଆହତ ହୋଇଯାଇଥିଲେ। ସେତେବେଳେ ବଦଳ ଖେଳାଳି ଭାବେ ଜଣେ ଭାରତୀୟ ଖେଳାଳିଙ୍କୁ ପାକିସ୍ତାନ ପାଇଁ ଫିଲ୍ଡିଂ କରିବାକୁ ଆବଶ୍ୟକ ପଡ଼ିଲା। ଆଉ ସେଇ ବଦଳ ଖେଳାଳି ଭାବେ ସଚିନ୍‌ ହିଁ ମୈଦାନ୍‌କୁ ଓହ୍ଲାଇଥିଲେ। ଅର୍ଥାତ୍ ଭାରତ ବିପକ୍ଷ ପାକିସ୍ତାନ ମ୍ୟାଚ୍‌ରେ ପାକିସ୍ତାନ ପକ୍ଷରୁ ମ୍ୟାଚ୍ ଖେଳିଥିଲେ ସଚିନ୍‌ ତେନ୍ଦୁଲକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story