ଫାଇନାଲ୍‌ରେ ଭାରତ ସହିତ କିଏ ଖେଳିବ? ପାକିସ୍ତାନ ନା ବାଂଲାଦେଶ

ଆବୁଧାବି: ଏସିଆ କପ୍‌ର ସୁପର୍ ଫୋର୍‌ରେ ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ଟି ସେମି ଫାଇନାଲ୍ ସଦୃଶ ହେବ। କାରଣ ଏଥିରେ ଯିଏ ଜିତିବ ସେ ଫାଇନାଲ୍‌କୁ ଯିବ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଦୁଇ ଦୁଇ ପଏଣ୍ଟ ପାଇଛନ୍ତି। ପୂର୍ବରୁ ଭାରତ ୪ ପଏଣ୍ଟ ପାଇ ଫାଇନାଲ୍‌ରେ ପହଞ୍ଚି ସାରିଛି। ସୁପର୍‌ ଫୋର୍‌ରେ ଉଭୟ ପାକିସ୍ତାନ ଓ ବାଂଲାଦେଶ ଭାରତଠାରୁ ହାରିଥିଲେ। ତେବେ ଉଭୟ ଦଳ ଆଫ୍‌ଗାନିସ୍ତାନକୁ ହରାଇଥିଲେ। ବାଂଲାଦେଶ […]

pakistan

Jitendra Garnayak
  • Published: Wednesday, 26 September 2018
  • , Updated: 26 September 2018, 02:03 PM IST

ଆବୁଧାବି: ଏସିଆ କପ୍‌ର ସୁପର୍ ଫୋର୍‌ରେ ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ଟି ସେମି ଫାଇନାଲ୍ ସଦୃଶ ହେବ। କାରଣ ଏଥିରେ ଯିଏ ଜିତିବ ସେ ଫାଇନାଲ୍‌କୁ ଯିବ।

ଉଭୟ ପାକିସ୍ତାନ ଓ ବାଂଲାଦେଶ ଦୁଇ ଦୁଇ ପଏଣ୍ଟ ପାଇଛନ୍ତି। ପୂର୍ବରୁ ଭାରତ ୪ ପଏଣ୍ଟ ପାଇ ଫାଇନାଲ୍‌ରେ ପହଞ୍ଚି ସାରିଛି।

ସୁପର୍‌ ଫୋର୍‌ରେ ଉଭୟ ପାକିସ୍ତାନ ଓ ବାଂଲାଦେଶ ଭାରତଠାରୁ ହାରିଥିଲେ। ତେବେ ଉଭୟ ଦଳ ଆଫ୍‌ଗାନିସ୍ତାନକୁ ହରାଇଥିଲେ।
ବାଂଲାଦେଶ ଅପେକ୍ଷା ପାକିସ୍ତାନର ରନ୍‌ରେଟ୍ ଭଲ ଅଛି। ତେଣୁ କୌଣସି କାରଣରୁ ମ୍ୟାଚ୍ ହୋଇ ନ ପାରିଲେ ପାକିସ୍ତାନ ଫାଇନାଲ୍‌କୁ ଯିବ।

Related story