ୱିମ୍ବଲଡନ୍:  ପୁରୁଷ ଡବଲ୍ସର ସେମି ଫାଇନାଲରେ ବୋପାନ୍ନା-ଫ୍ଲୋରିନ୍

ଲଣ୍ଡନ: ୱିମ୍ବଲଡନର ପୁରୁଷ ଡବଲ୍ସର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ରୋହନ ବୋପାନ୍ନା ଓ ଫ୍ଲୋରିନ ମରର୍ଜିଆ ଯୋଡ଼ି। ଟପ୍ ସିଡ୍ ତଥା ଆମେରିକାର ପ୍ରସିଦ୍ଧ ମାଇକ୍ ଓ ବବ୍ ବ୍ରୟନ ଭ୍ରାତୃ ଦ୍ୱୟଙ୍କୁ ହରାଇ ଭାରତ-ରୋମାନ ଯୋଡ଼ି ବୋପାନ୍ନା ଓ ଫ୍ଲୋରିନ ପହଞ୍ଚିଛନ୍ତି ସେମି ଫାଇନାଲରେ।

ଏହି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଦୁଇ ଘଣ୍ଟା ୩୪ ମିନିଟ୍ ଧରି ଚାଲିଥିଲା। ଏଥିରେ ବୋପାନ୍ନା ଓ ଫ୍ଲୋରିନ୍ ଯୋଡ଼ି ବାଇକ୍ ଓ ବବ୍ ଭ୍ରାତୃ ଦ୍ୱୟଙ୍କୁ ୫-୭, ୬-୪, ୭-୬ (୯), ୭-୬ (୫)ରେ ହରାଇ ଦେଇଥିଲେ।

ସେମି ଫାଇନାଲରେ ବୋପାନ୍ନା ଓ ଫ୍ଲୋରିନ୍ ଭେଟିବେ ଚତୁର୍ଥ ସିଡର ଜିନ୍-ଜୁଲିଏନ୍ ରୋଜର ଓ ହୋରିଆ ଟେକାଉ ଯୋଡ଼ିକୁ।

ଆହୁରି ପଢ଼ନ୍ତୁ

ରାଜ୍ୟସରକାରଙ୍କୁ ତୀର ମାରିଲେ ଦୂତୀ , କହିଲେ ଝିଅ ପାଇଁ ଟଙ୍କା ଖର୍ଚ୍ଚ କରି ପରେ ଲଜ୍ଜିତ କଲେ ବାପା

ଦୂତୀଙ୍କୁ କେତେ ଟଙ୍କା ଦିଆଯାଇଛି ହିସାବ ଦେଲେ ସରକାର, BMW ବିକିବା ନେଇ ଚର୍ଚ୍ଚାରେ ଥିଲେ

ଗାଙ୍ଗୁଲିଙ୍କ ଭାଇଙ୍କୁ କରୋନା, କ୍ୱାରେଣ୍ଟାଇନରେ ଦାଦା

ଘରୋଇ ଦଳକୁ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ