ୱିମ୍ବଲଡନ୍:  ପୁରୁଷ ଡବଲ୍ସର ସେମି ଫାଇନାଲରେ ବୋପାନ୍ନା-ଫ୍ଲୋରିନ୍

ଲଣ୍ଡନ: ୱିମ୍ବଲଡନର ପୁରୁଷ ଡବଲ୍ସର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ରୋହନ ବୋପାନ୍ନା ଓ ଫ୍ଲୋରିନ ମରର୍ଜିଆ ଯୋଡ଼ି। ଟପ୍ ସିଡ୍ ତଥା ଆମେରିକାର ପ୍ରସିଦ୍ଧ ମାଇକ୍ ଓ ବବ୍ ବ୍ରୟନ ଭ୍ରାତୃ ଦ୍ୱୟଙ୍କୁ ହରାଇ ଭାରତ-ରୋମାନ ଯୋଡ଼ି ବୋପାନ୍ନା ଓ ଫ୍ଲୋରିନ ପହଞ୍ଚିଛନ୍ତି ସେମି ଫାଇନାଲରେ। ଏହି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଦୁଇ ଘଣ୍ଟା ୩୪ ମିନିଟ୍ ଧରି ଚାଲିଥିଲା। ଏଥିରେ ବୋପାନ୍ନା ଓ ଫ୍ଲୋରିନ୍ ଯୋଡ଼ି ବାଇକ୍ ଓ ବବ୍ ଭ୍ରାତୃ ଦ୍ୱୟଙ୍କୁ ୫-୭, […]

bopanna

bopanna

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 10:32 AM IST

Sports

Latest News

ଲଣ୍ଡନ: ୱିମ୍ବଲଡନର ପୁରୁଷ ଡବଲ୍ସର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ରୋହନ ବୋପାନ୍ନା ଓ ଫ୍ଲୋରିନ ମରର୍ଜିଆ ଯୋଡ଼ି। ଟପ୍ ସିଡ୍ ତଥା ଆମେରିକାର ପ୍ରସିଦ୍ଧ ମାଇକ୍ ଓ ବବ୍ ବ୍ରୟନ ଭ୍ରାତୃ ଦ୍ୱୟଙ୍କୁ ହରାଇ ଭାରତ-ରୋମାନ ଯୋଡ଼ି ବୋପାନ୍ନା ଓ ଫ୍ଲୋରିନ ପହଞ୍ଚିଛନ୍ତି ସେମି ଫାଇନାଲରେ।

ଏହି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଦୁଇ ଘଣ୍ଟା ୩୪ ମିନିଟ୍ ଧରି ଚାଲିଥିଲା। ଏଥିରେ ବୋପାନ୍ନା ଓ ଫ୍ଲୋରିନ୍ ଯୋଡ଼ି ବାଇକ୍ ଓ ବବ୍ ଭ୍ରାତୃ ଦ୍ୱୟଙ୍କୁ ୫-୭, ୬-୪, ୭-୬ (୯), ୭-୬ (୫)ରେ ହରାଇ ଦେଇଥିଲେ।

ସେମି ଫାଇନାଲରେ ବୋପାନ୍ନା ଓ ଫ୍ଲୋରିନ୍ ଭେଟିବେ ଚତୁର୍ଥ ସିଡର ଜିନ୍-ଜୁଲିଏନ୍ ରୋଜର ଓ ହୋରିଆ ଟେକାଉ ଯୋଡ଼ିକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story