ଆସନ୍ତାକାଲି ଭାରତ-ଦ.ଆଫ୍ରିକା ତୃତୀୟ ଟେଷ୍ଟ

ନାଗପୁର: ଆସନ୍ତାକାଲିଠାରୁ ନାଗପୁରରେ ଗାନ୍ଧି-ମାଣ୍ଡେଲା ସିରିଜର ତୃତୀୟ ଟେଷ୍ଟ ଖେଳାଯିବ। ଏଥିପାଇଁ ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ନେଇ ପଡିଆକୁ ଓହ୍ଲେଇବେ। ୧-୦ରେ ସିରିଜରେ ଆଗୁଆ ଥିବାରୁ ଭାରତୀୟ ଦଳର ମନୋବଳ ଦୃଢ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ରୋକିବାକୁ ଦଳ ସ୍ପିନର ଓ ଫିଲ୍ଡରଙ୍କ ଉପରେ ଗୁରୁତ୍ୱ ଦେବ। ପୂର୍ବ ଦୁଇଟି ଟେଷ୍ଟ ପରି ଦଳ ୩ଜଣ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲେଇବା ଯୋଜନା କରିଛି। ଦଳର ଅଭିଜ୍ଞ ବୋଲର ଆର.ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା ଓ […]

ind-vs-south-africa-3rd-test

ind-vs-south-africa-3rd-test

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 02:35 PM IST

Sports

Latest News

ନାଗପୁର: ଆସନ୍ତାକାଲିଠାରୁ ନାଗପୁରରେ ଗାନ୍ଧି-ମାଣ୍ଡେଲା ସିରିଜର ତୃତୀୟ ଟେଷ୍ଟ ଖେଳାଯିବ। ଏଥିପାଇଁ ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ନେଇ ପଡିଆକୁ ଓହ୍ଲେଇବେ। ୧-୦ରେ ସିରିଜରେ ଆଗୁଆ ଥିବାରୁ ଭାରତୀୟ ଦଳର ମନୋବଳ ଦୃଢ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ରୋକିବାକୁ ଦଳ ସ୍ପିନର ଓ ଫିଲ୍ଡରଙ୍କ ଉପରେ ଗୁରୁତ୍ୱ ଦେବ। ପୂର୍ବ ଦୁଇଟି ଟେଷ୍ଟ ପରି ଦଳ ୩ଜଣ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲେଇବା ଯୋଜନା କରିଛି। ଦଳର ଅଭିଜ୍ଞ ବୋଲର ଆର.ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା ଓ ଅମିତ ମିଶ୍ରା ଦକ୍ଷିଣ ଆଫ୍ରିକାକୁ ବ୍ୟାଟ୍ସମ୍ୟାନଙ୍କୁ ପୁଣି ଅସୁବିଧାରେ ପକାଇବାକୁ ଲକ୍ଷ୍ୟ ରଖିଛି। ଗତ ଦୁଇଟି ଟେଷ୍ଟରେ ଭାରତୀୟ ଦଳର ଫିଲ୍ଡିଂରେ ଅତି ଦୁର୍ବଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଏଥର ଏହାକୁ ଏଡେଇବାକୁ ଚେଷ୍ଟା କରିବ ଦଳ ।

ଦକ୍ଷିଣ ଆଫ୍ରିକା ମୋହାଲି ଟେଷ୍ଟରେ ପରାଜୟ ଓ ବାଙ୍ଗାଲୋର ଟେଷ୍ଟରେ ଦଳର ଖରାପ ପ୍ରଦର୍ଶନ ଯୋଗୁଁ ଚିନ୍ତାରେ ପଡଯାଇଛି। ଅନ୍ୟପକ୍ଷରେ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡେଇବାକୁ ଦଳ ସ୍ୱତନ୍ତ୍ର ରଣନୀତି ଆପଣେଇବା ଆଶା କରାଯାଉଛି। ବ୍ୟାଟିଂ ଅର୍ଡରରେ କିଛି ପରିବର୍ତ୍ତନ କରିବା ଚର୍ଚ୍ଚା ଜୋର ଧରିଛି।  ଡେଲ ଷ୍ଟେନ ଏହି ମ୍ୟାଚ ଖେଳୁ ନ ଥିବା ଯୋଗୁଁ ମଧ୍ୟ ଭ୍ରମଣକାରୀ ଦଳ ପାଇଁ ଆଉ ଏକ ଚିନ୍ତାର କାରଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story