କ୍ୟାରିୟରର ବେଷ୍ଟ ୮୯ ସ୍ଥାନରେ ୟୁକି ଭାମ୍ବ୍ରି

ନୂଆଦିଲ୍ଲୀ: ବିଶ୍ୱମାନ୍ୟତାର ଟପ୍ ୧୦୦ ମଧ୍ୟରେ ୮୯ତମ ସ୍ଥାନରେ ପହଞ୍ଚିଛନ୍ତି ଭାରତର ଏକକ ଟେନିସ୍ ତାରକା ୟୁକି ଭାମ୍ବ୍ରି। ସୋମବାର ସୁଦ୍ଧା ସେ ୧୬ଟି ସ୍ଥାନ ଉପରକୁ ଉଠି ବିଶ୍ୱ ଏକକ ମାନ୍ୟତାର ୮୯ ସ୍ଥାନରେ ପହଞ୍ଚିଛନ୍ତି। ଶନିବାର ଖେଳାଯାଇଥିବା ପୁନା ଚ୍ୟାଲେଞ୍ଜରକୁ ଜିତି ୮୦ ପଏଣ୍ଟ ହାତେଇ ଥିଲେ ସେ। ଏହାସହ ଅଷ୍ଟ୍ରେଲିଆ ଓପନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚକୁ ଡ୍ର ରଖି ସେ ବିଶ୍ୱ ଏକକ ମାନ୍ୟତା ୧୦୫ରୁ ୮୯ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ସଙ୍କେତ ମାଇନେନୀ […]

yuki-bhambri

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 05:12 PM IST

ନୂଆଦିଲ୍ଲୀ: ବିଶ୍ୱମାନ୍ୟତାର ଟପ୍ ୧୦୦ ମଧ୍ୟରେ ୮୯ତମ ସ୍ଥାନରେ ପହଞ୍ଚିଛନ୍ତି ଭାରତର ଏକକ ଟେନିସ୍ ତାରକା ୟୁକି ଭାମ୍ବ୍ରି। ସୋମବାର ସୁଦ୍ଧା ସେ ୧୬ଟି ସ୍ଥାନ ଉପରକୁ ଉଠି ବିଶ୍ୱ ଏକକ ମାନ୍ୟତାର ୮୯ ସ୍ଥାନରେ ପହଞ୍ଚିଛନ୍ତି। ଶନିବାର ଖେଳାଯାଇଥିବା ପୁନା ଚ୍ୟାଲେଞ୍ଜରକୁ ଜିତି ୮୦ ପଏଣ୍ଟ ହାତେଇ ଥିଲେ ସେ। ଏହାସହ ଅଷ୍ଟ୍ରେଲିଆ ଓପନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚକୁ ଡ୍ର ରଖି ସେ ବିଶ୍ୱ ଏକକ ମାନ୍ୟତା ୧୦୫ରୁ ୮୯ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ସଙ୍କେତ ମାଇନେନୀ ବିଶ୍ୱ ଏକକ ମାନ୍ୟତାର ୧୬୮ ତମ ସ୍ଥାନରେ ଓ ସୋମଦେବ ଦେବବର୍ମନ୍ ୧୮୦ ସ୍ଥାନରେ ରହିଛନ୍ତି।

Related story