ଫିଲ୍ମରେ ଅଭିନୟ କରିଥିଲେ ଯୁବରାଜ, ଜାଣନ୍ତୁ କ’ଣ ଥିଲା ଡାଇଲଗ୍‌

(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌କୁ ଆସିବା ପୂର୍ବରୁ ମଧ୍ୟ ଚର୍ଚ୍ଚିତ ଥିଲେ ଯୁବରାଜ। ନିଜ ଖେଳ ପାଇଁ ନୁହେଁ ବରଂ ଅଭିନୟ ପାଇଁ। ସେ ଦୁଇଟି ପଞ୍ଜାବୀ ଫିଲ୍ମରେ କାମ କରିଥିଲେ। ୧୯୯୨ ମସିହାରେ ନିର୍ମତ ପୁଟ୍ଟ୍‌ ସର୍ଦ୍ଦାରନ୍‌ ଦୀ ଏବଂ ମେହନ୍ଦୀ ସଙ୍ଗନା ଦୀରେ ସେ ଅଭିନୟ କରିଥିଲେ। ୨୦୧୧ ବିଶ୍ୱକପ୍‌ରେ ଭାରତ ବିଜୟର ପ୍ରମୁଖ ନାୟକ ଯୁବରାଜଙ୍କର ଆଜି ଜନ୍ମଦିନ ଅବସରରେ ଆମେ ସେହି ଫିଲ୍ମ ବାବଦରେ ମନେପକାଇବୁ। ସେ ଏହି ଫିଲ୍ମରେ ଏକ ଦୌଡ଼ […]

yuvraj-singh

yuvraj-singh

Subrat Kumar Nayak
  • Published: Wednesday, 12 December 2018
  • Updated: 12 December 2018, 06:55 PM IST

Sports

Latest News

(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌କୁ ଆସିବା ପୂର୍ବରୁ ମଧ୍ୟ ଚର୍ଚ୍ଚିତ ଥିଲେ ଯୁବରାଜ। ନିଜ ଖେଳ ପାଇଁ ନୁହେଁ ବରଂ ଅଭିନୟ ପାଇଁ। ସେ ଦୁଇଟି ପଞ୍ଜାବୀ ଫିଲ୍ମରେ କାମ କରିଥିଲେ। ୧୯୯୨ ମସିହାରେ ନିର୍ମତ ପୁଟ୍ଟ୍‌ ସର୍ଦ୍ଦାରନ୍‌ ଦୀ ଏବଂ ମେହନ୍ଦୀ ସଙ୍ଗନା ଦୀରେ ସେ ଅଭିନୟ କରିଥିଲେ। ୨୦୧୧ ବିଶ୍ୱକପ୍‌ରେ ଭାରତ ବିଜୟର ପ୍ରମୁଖ ନାୟକ ଯୁବରାଜଙ୍କର ଆଜି ଜନ୍ମଦିନ ଅବସରରେ ଆମେ ସେହି ଫିଲ୍ମ ବାବଦରେ ମନେପକାଇବୁ।

ସେ ଏହି ଫିଲ୍ମରେ ଏକ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିବାର ଦୃଶ୍ୟ ରହିଛି। ସେ ସ୍କୁଲ୍‌ ୟୁନିଫର୍ମ ପିନ୍ଧି ଦୌଡ଼ୁଛନ୍ତି ଏବଂ ବିଜେତା ମଧ୍ୟ ହେଉଛନ୍ତି। କିନ୍ତୁ ଅଭିନୟରେ ବିଜେତା ଯୁବରାଜ ଏକା ଦୌଡ଼ୁନଥିଲେ ତାଙ୍କ ସହିତ ନିଜ ସାଙ୍ଗର ଡେଣା ଧରି ମଧ୍ୟ ଦୌଡ଼ାଉଥିଲେ।

ଏହା ନିୟମ ବହିର୍ଭୁତ ହୋଇଥିବାରୁ ସେ ଏପରି କାହିଁକି କଲେ ବୋଲି ଶିକ୍ଷକ ପଚାରନ୍ତତି ତ ସେ କହିଥିଲେ, “ଆମେ ଦୁହେଁ ପ୍ରତିଜ୍ଞା କରିଛୁ ଜିତିବୁ ତ ଏକାଠି ଏବଂ ହାରିବୁ ମଧ୍ୟ ଏକାଠି।” ଏହା ଶୁଣି ଶିକ୍ଷକ ତାଙ୍କୁ ସାବାସି ଦେଉଛନ୍ତି।

କିନ୍ତୁ ଯୁବରାଜ ପ୍ରକୃତ ବିଜେତା ହୋଇଥିବାରୁ ଶିକ୍ଷକ ତାଙ୍କୁ ସିଲ୍ଡ ଦେଇଥିଲେ ମଧ୍ୟ ଏହାପାଇଁ ତାଙ୍କ ସାଙ୍ଗ ମଧ୍ୟ ହକ୍‌ଦାର ବୋଲି ସେ ଦାବି କରୁଛନ୍ତି। ତାଙ୍କ କଥାକୁ ଟାଳି ନପାରି ଶିକ୍ଷକ ଜଣକ ତାହା କରିବାକୁ ବାଧ୍ୟ ହେଉଛନ୍ତି। ଶେଷରେ ଦୁହେଁ ଗୋଟିଏ ଟ୍ରଫିକୁ ଧରି ପୋଡିୟମ୍‌ ଉପରେ ଛିଡ଼ାହୋଇ ଉତ୍ସବ ମନାଉଛନ୍ତି।

ଦେଖନ୍ତୁ ଏହି ଭିଡିଓ
https://youtu.be/MT3OSY5D7dU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story