୧ ଜାନୁଆରୀ,ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ମିଶ୍ରି ଖାଇ ଘରୁ ବାହାରିବା ଉଚିତ

ମେଷ: ଦିନଟି ଶୁଭରେ କଟିବ। ବୁଲିବାକୁ ଯାଇ ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସକାରାତ୍ମକ ଚିନ୍ତା କରିବେ। ଋଣ କରି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ମିଥୁନ: ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି। କର୍କଟ: ଘରେ ଖୁସିର ବାତାବରଣ ରହିବ। ଉଚ୍ଚ ଅଧିକାରୀଙ୍କ ସହ ମତାନ୍ତର […]

zodaic-

zodaic-

Rakesh Mallick
  • Published: Monday, 01 January 2018
  • Updated: 01 January 2018, 08:02 AM IST

Sports

Latest News

ମେଷ: ଦିନଟି ଶୁଭରେ କଟିବ। ବୁଲିବାକୁ ଯାଇ ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସକାରାତ୍ମକ ଚିନ୍ତା କରିବେ। ଋଣ କରି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମିଥୁନ: ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି।

କର୍କଟ: ଘରେ ଖୁସିର ବାତାବରଣ ରହିବ। ଉଚ୍ଚ ଅଧିକାରୀଙ୍କ ସହ ମତାନ୍ତର ହୋଇପାରେ। ଖର୍ଚ୍ଚ ବଢ଼ିବ। ମିଶ୍ରି ଖାଇ ଘରୁ ବାହାରନ୍ତୁ।

ସିଂହ: ନୂତନ କାର୍ଯ୍ୟ କରିପାରନ୍ତି। ଖର୍ଚ୍ଚ ବଢ଼ିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପ୍ରେମ ସମ୍ପର୍କକୁ ନେଇ ଚିନ୍ତିତ ରହିବେ।

କନ୍ୟା: କ୍ୟାରିଅର୍‌ରେ ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ପାଣି ଠାରୁ ଦୂରେଇ ରୁହନ୍ତୁ।

ତୁଳା: ଧନ ପ୍ରାପ୍ତିର ଯୋଗ ରହିଛି। ପିଲାଙ୍କୁ ନେଇ ଖୁସିରେ ରହିବେ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ।

ବିଚ୍ଛା:କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯାତ୍ରା କରି ପାରନ୍ତି। ଶରୀରରେ ଆଘାତ ଲାଗି ପାରେ । ସତର୍କ ରୁହନ୍ତୁ।

ଧନୁ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଯାତ୍ରା କରନ୍ତୁ ନାହିଁ।

ମକର: ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଚାକିରିକୁ ନେଇ ଚିନ୍ତିତ ରହିବେ। ନୂତନ କାର୍ଯ୍ୟ କରି ପାରନ୍ତି।

କୁମ୍ଭ: ଉପହାର ମିଳିବ। ମାନ-ସମ୍ମାନ ମିଳିବ। ଅଟକି ରହିଥିବା କାମ ଶେଷ କରିବେ। ପରିବାରରେ ଖୁସିର ବାତାବରଣ ରହିବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ।  ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧନହାନୀ ଠାରୁ ଦୂରେଇ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story