୧୦ ଫେବ୍ରୁଆରୀ, ଶନିବାର: ଗାଡ଼ିକୁ ନେଇ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ରହିଛି କ’ଣ

ମେଷ: ଆଜି ଆପଣଙ୍କୁ ମିଶ୍ର ଫଳ ମିଳିବ। ଆର୍ଥିକ କ୍ଷତିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ସନ୍ଧ୍ୟାରେ ଖୁସି ଖବର ପାଇପାରନ୍ତି। ବୃଷ: ଆଜିର ଦିନଟି ଭଲରେ କଟିବ। ବ୍ୟବସାୟରେ ଲାଭ ମିଳିବ। ପାରିବାରରେ ସୁଖଶାନ୍ତି ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଥୁନ: ଆଜି ଆପଣଙ୍କ ଦିନଟି ଧାଁଦୌଡ଼ରେ କଟିବ। ବନ୍ଧୁଙ୍କ ସହ ଭେଟ ହୋଇପାରେ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। କର୍କଟ: ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ଗାଡ଼ି ଚଳାଇବା ବେଳେ ସାବଧାନତା ଅବଲମ୍ବନ […]

zodaic

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 07:11 AM IST

ମେଷ: ଆଜି ଆପଣଙ୍କୁ ମିଶ୍ର ଫଳ ମିଳିବ। ଆର୍ଥିକ କ୍ଷତିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ସନ୍ଧ୍ୟାରେ ଖୁସି ଖବର ପାଇପାରନ୍ତି।

ବୃଷ: ଆଜିର ଦିନଟି ଭଲରେ କଟିବ। ବ୍ୟବସାୟରେ ଲାଭ ମିଳିବ। ପାରିବାରରେ ସୁଖଶାନ୍ତି ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଆଜି ଆପଣଙ୍କ ଦିନଟି ଧାଁଦୌଡ଼ରେ କଟିବ। ବନ୍ଧୁଙ୍କ ସହ ଭେଟ ହୋଇପାରେ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ଗାଡ଼ି ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ସନ୍ଧ୍ୟାରେ ଅର୍ଥପ୍ରାପ୍ତି ହୋଇପାରେ।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦରୁ ଦୂରେଇ ରୁହନ୍ତୁ। କୌଣସି ମହିଳାଙ୍କ ସହଯୋଗରେ ସମସ୍ୟାର ସମାଧାନ ହୋଇଯିବ।

ତୁଳା: ଲାଗି ରହିଥିବା ବିବାଦର ସମାଧାନ ହେବାର ଆଶା ରହିଛି। ଆର୍ଥିକ ସମସ୍ୟା ଦୂର ହେବ।

ବିଚ୍ଛା: ସ୍ୱାସ୍ଥ୍ୟ ଠିକ୍‌ ରହିବ। ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି। ଦୂରଯାତ୍ରା କରିପାରନ୍ତି।

ଧନୁ: ଅନାବଶ୍ୟକ କାରଣକୁ ନେଇ ଚିନ୍ତାରେ ରୁହନ୍ତୁ ନାହିଁ। ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ପାଇଁ ଆଜିର ଦିନଟି ଶୁଭ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ବିଦେଶ ଯାତ୍ରାର ଯୋଗ ରହିଛି। ଆର୍ଥିକ ନେଣଦେଣ ବେଳେ ଆବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ନୂଆ ଗଡ଼ି କିଣି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।

ମୀନ: ପରିବାରରେ ସୁଖଶାନ୍ତି ରହିବ। ଧନପ୍ରାପ୍ତିର ଯୋଗ ରହିଛି। ଦୂରଯାତ୍ରା କରିବା ସହ ଆମୋଦ ପ୍ରମୋଦରେ ଦିନ କାଟିବେ।

Related story