୧୨ ଘଣ୍ଟିଆ ବୋଲଗଡ଼ ବନ୍ଦ

Ordigital Desk
  • Published: Monday, 06 November 2017
  • , Updated: 06 November 2017, 11:10 AM IST
<p>ଖୋର୍ଦ୍ଧା: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଅଭିଯୋଗରେ ଆଜି ୧୨ ଘଣ୍ଟିଆ ବୋଲଗଡ଼ ବନ୍ଦ ପାଳନ କରାଯାଉଛି। ସ୍ଥାନୀୟ ବଣିକ ସଂଘ ଏହି ବନ୍ଦ ଡାକରା ଦେଇଛି। ସକାଳ ୮ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଛି।</p> <p>ବଣିକ ସଂଘ ପକ୍ଷରୁ ବୋଲଗଡ଼ ଡାକ୍ତରଖାନା ଆଗରେ ଧାରଣା ଦିଆଯାଇଛି। ଫଳରେ ଏନ୍ଏଚ୍-୫୭ରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।</p>

Related story