ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୃଷ: ଧନ ପ୍ରାପ୍ତିର ଯୋଗ ରହିଛି। କୌଣସି ନୂତନ କାର୍ଯ୍ୟ କରି ପାରନ୍ତି। ମିଠା କଥା କହି ଲୋକଙ୍କ ହୃଦୟ ଜିତି ପାରନ୍ତି।
ମିଥୁନ: ଚାକିରିରେ ପରିବର୍ତ୍ତନ ହୋଇପାରେ। ବିବାହ ସ୍ଥିର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।
କର୍କଟ: ଘରକୁ ଅତିଥି ଆସି ପାରନ୍ତି। ନୂତନ କାମ କରିପାରନ୍ତି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି।
ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ।
କନ୍ୟା: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ସମସ୍ୟା ସୃଷ୍ଟି ହୋଇପାରେ। ଅର୍ଥ ପ୍ରାପ୍ତିର ଯୋଗ ରହିଛି।
ତୁଳା: ମାନ-ସମ୍ମାନ ମିଳିବ। ଚାକିରିରେ ପଦୋନ୍ନତି ହେବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାନବାହନର ସୁଖ ମିଳିବ। ଛାତ୍ରଛାତ୍ରୀ ସଫଳତା ପାଇବେ।
ଧନୁ: ଉପହାର ମିଳିବ। ମାନ-ସମ୍ମାନ ପାଇବେ। ଅଟକି ରହିଥିବା ଧନ ମିଳିବ। ସନ୍ତାନ ପ୍ରାପ୍ତିର ଯୋଗ ରହିଛି।
ମକର: ଅସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ସହ ମନମାଳିନ୍ୟ ହୋଇପାରେ। ଧୌର୍ଯ୍ୟର ସହ କାମ କରନ୍ତୁ।
କୁମ୍ଭ: ଚାକିରିରେ ପରିବର୍ତ୍ତନ ହେବ। ବିବାହ ସ୍ଥିର ହୋଇପାରେ। ଧନ ପ୍ରାପ୍ତିର ଯୋଗ ରହିଛି।
ମୀନ: ପିଲାଙ୍କୁ ନେଇ ଚିନ୍ତିତ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।