୧୪ ନଭେମ୍ୱର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ମାନ-ସମ୍ମାନ ପାଇବେ

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ  ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ଧନ ପ୍ରାପ୍ତିର ଯୋଗ ରହିଛି।  କୌଣସି ନୂତନ କାର୍ଯ୍ୟ କରି ପାରନ୍ତି। ମିଠା କଥା କହି ଲୋକଙ୍କ ହୃଦୟ ଜିତି ପାରନ୍ତି। ମିଥୁନ: ଚାକିରିରେ ପରିବର୍ତ୍ତନ ହୋଇପାରେ। ବିବାହ ସ୍ଥିର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। କର୍କଟ: ଘରକୁ ଅତିଥି ଆସି ପାରନ୍ତି। ନୂତନ କାମ କରିପାରନ୍ତି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। […]

zodaic

Rakesh Mallick
  • Published: Tuesday, 14 November 2017
  • , Updated: 14 November 2017, 07:48 AM IST

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ  ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ଧନ ପ୍ରାପ୍ତିର ଯୋଗ ରହିଛି।  କୌଣସି ନୂତନ କାର୍ଯ୍ୟ କରି ପାରନ୍ତି। ମିଠା କଥା କହି ଲୋକଙ୍କ ହୃଦୟ ଜିତି ପାରନ୍ତି।

ମିଥୁନ: ଚାକିରିରେ ପରିବର୍ତ୍ତନ ହୋଇପାରେ। ବିବାହ ସ୍ଥିର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଘରକୁ ଅତିଥି ଆସି ପାରନ୍ତି। ନୂତନ କାମ କରିପାରନ୍ତି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ।

କନ୍ୟା: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ସମସ୍ୟା ସୃଷ୍ଟି ହୋଇପାରେ। ଅର୍ଥ ପ୍ରାପ୍ତିର ଯୋଗ ରହିଛି।

ତୁଳା: ମାନ-ସମ୍ମାନ ମିଳିବ। ଚାକିରିରେ ପଦୋନ୍ନତି ହେବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାନବାହନର ସୁଖ ମିଳିବ। ଛାତ୍ରଛାତ୍ରୀ ସଫଳତା ପାଇବେ।

ଧନୁ: ଉପହାର ମିଳିବ। ମାନ-ସମ୍ମାନ ପାଇବେ। ଅଟକି ରହିଥିବା ଧନ ମିଳିବ। ସନ୍ତାନ ପ୍ରାପ୍ତିର ଯୋଗ ରହିଛି।

ମକର: ଅସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ସହ ମନମାଳିନ୍ୟ ହୋଇପାରେ। ଧୌର୍ଯ୍ୟର ସହ କାମ କରନ୍ତୁ।

କୁମ୍ଭ: ଚାକିରିରେ ପରିବର୍ତ୍ତନ ହେବ। ବିବାହ ସ୍ଥିର ହୋଇପାରେ। ଧନ ପ୍ରାପ୍ତିର ଯୋଗ ରହିଛି।

ମୀନ: ପିଲାଙ୍କୁ ନେଇ ଚିନ୍ତିତ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି।

Related story