୧୫ ଡିସେମ୍ବର, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କର ଧନପ୍ରାପ୍ତିର ଯୋଗ ରହିଛି

ମେଷ: ଆଜି ଦିନଟି ଭଲରେ କଟିବ। ଚାକିରିକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। କୌଣସି ଶୁଭ ସମାଚାର ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଜମିଜମାକୁ ନେଇ ସମସ୍ୟା ଦେଖାଯାଇପାରେ। ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ହେବ। ମିଥୁନ: ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ଦିନସାରା କାମରେ ବ୍ୟସ୍ତ ରହିପାରନ୍ତି। ସିଂହ: […]

zodaic-1-3-768x401-1-1-1-1-1-2-1-1-1-1-2-1-1-1

Rakesh Mallick
  • Published: Friday, 15 December 2017
  • , Updated: 15 December 2017, 08:11 AM IST

ମେଷ: ଆଜି ଦିନଟି ଭଲରେ କଟିବ। ଚାକିରିକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। କୌଣସି ଶୁଭ ସମାଚାର ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଜମିଜମାକୁ ନେଇ ସମସ୍ୟା ଦେଖାଯାଇପାରେ। ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ହେବ।

ମିଥୁନ: ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ଦିନସାରା କାମରେ ବ୍ୟସ୍ତ ରହିପାରନ୍ତି।

ସିଂହ: ସ୍ୱାସ୍ଥ୍ୟାର ଯତ୍ନ ନିଅନ୍ତୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ।

କନ୍ୟା: ଯୋଗ୍ୟ ଯୁବକ ଯୁବତୀମାନଙ୍କରେ ବିବାହ ଠିକ୍‌ ହୋଇପାରେ। ଉପହାର ମିଳିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ଜୀବନସାଥୀଙ୍କ ସହଯୋଗ ମିଳିବ। ବାପାମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଅଟକି ରହିଥିବା କାମ ହୋଇପାରେ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ଦିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ଶୁଭ ସମାଚାର ମିଳିପାରେ।

ଧନୁ: ଚାକିରି କ୍ଷେତ୍ରରେ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କଟିବେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଦହି ଖାଇ ଘରୁ ବାହାରକୁ ଯାଆନ୍ତୁ।

ମକର: ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ।  ଆଜି କୌଣସି ନୂଆ କାମ ଆରମ୍ଭ କରିପାରନ୍ତି।

କୁମ୍ଭ:  ଧନପ୍ରାପ୍ତିର ଯୋଗ ରହିଛି। ଜମିଜମାକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବାର ଆଶ ରହିଛି। ଖର୍ଚ୍ଚ ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଅଧିକ ଖଚ୍ଚାର୍ନ୍ତ ହୋଇପାରନ୍ତି। ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ।

 

Related story