୧୫ଫେବ୍ରୁଆରୀ,ଗୁରୁବାର: ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତି ମାନ-ସମ୍ମାନ ପାଇବେ

ମେଷ: ସୁସ୍ଥ ରହିବେ। ଜିନିଷ କିଣାକିଣି କରିପାରନ୍ତି। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ମିଥୁନ: ଖର୍ଚ୍ଚ ବଢ଼ିବ। କଥା ଉପରେ ସଂଯମ ରଖନ୍ତୁ। କଦଳୀ ଦାନ କରନ୍ତୁ। କର୍କଟ: ପରିବାରରେ ଖୁସିର ପରିବେଶ ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ପିଲାଙ୍କୁ ସଫଳତା ମିଳିବ। ସ୍ୱାସ୍ଥ୍ୟର […]

p-111

Rakesh Mallick
  • Published: Thursday, 15 February 2018
  • , Updated: 15 February 2018, 07:39 AM IST

ମେଷ: ସୁସ୍ଥ ରହିବେ। ଜିନିଷ କିଣାକିଣି କରିପାରନ୍ତି। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି।

ମିଥୁନ: ଖର୍ଚ୍ଚ ବଢ଼ିବ। କଥା ଉପରେ ସଂଯମ ରଖନ୍ତୁ। କଦଳୀ ଦାନ କରନ୍ତୁ।

କର୍କଟ: ପରିବାରରେ ଖୁସିର ପରିବେଶ ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ।

ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ପିଲାଙ୍କୁ ସଫଳତା ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

କନ୍ୟା: ବିବାହ ସ୍ଥିର ହେବ। ବ୍ୟସ୍ତ ଭିତରେ ରହିବେ। କ୍ୟାରିଅରକୁ ନେଇ  ଚିନ୍ତିତ ରହିବେ।

ତୁଳା: ସୁସ୍ଥ ରହିବେ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। କଦଳୀ ଦାନ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ବିଚ୍ଛା: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ମାନ-ସମ୍ମାନ ମିଳିବ।

ଧନୁ: ବ୍ୟସ୍ତ ଭିତରେ ରହିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

ମକର: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟରେ ସଫଳତା ମିଳିବ। ହଠାତ୍ ଯାତ୍ରା କରିପାରନ୍ତି।

କୁମ୍ଭ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପରିବାର ଲୋକଙ୍କ ଠାରୁ ସହଯୋଗ ମିଳିବ।

ମୀନ: ସୁସ୍ଥ ରହିବେ। ଶୁଭ ଖବର ମଳିବ। ଘରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିପାରନ୍ତି।

Related story