ଜେଲରଙ୍କ ଚାମ୍ୱରରୁ ବାହାରିଲା ପୁଳା ପୁଳା ଟଙ୍କା; ପରିମାଣ ଜାଣି ହତବାକ ହୋଇଯିବେ

Ordigital Desk
  • Published: Sunday, 04 June 2017
  • , Updated: 04 June 2017, 12:13 PM IST
<p>[vc_row][vc_column][vc_video link=&quot;: ବିଭିନ୍ନ ଅଭିଯୋଗ ଆଧାରରେ ଆଜି ରାଜ୍ୟର ବିଭିନ୍ନ ଜେଲ୍&zwnj; ଉପରେ ଚଢାଉ ହୋଇଛି। ସେହିପରି ସମ୍ୱଲପୁର ମଣ୍ଡଳ କାରାଗାରରେ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଉଥିଲା।</p> <p>ଚଢ଼ାଉ ସମୟରେ ଜେଲର୍&zwnj; ସୁଶାନ୍ତ ରାଉତଙ୍କ ଚାମ୍ୱରରୁ ୧୬ ଲକ୍ଷ ୭୨ ହଜାର ଟଙ୍କା ଜବତ ହୋଇଛି। ଏହାସହିତ ୯ଟି ମୋବାଇଲ୍&zwnj; ଫୋନ୍ ଜବତ ହୋଇଥିବା ସମ୍ୱଲପୁର ଏସ୍&zwnj;ପି ସୂଚନା ଦେଇଛନ୍ତି।[/vc_column_text][/vc_column][/vc_row]</p>

Related story