୧୬ ଡିସେମ୍ୱର,ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କାର୍ଯ୍ୟରେ ସଫଳତା ପାଇବେ

ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଘିଅ ଖାଇ ଘର ବାହାରନ୍ତୁ। ବୃଷ: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖ-ଶାନ୍ତି ବାତାବରଣ ରହିବ। ଯାତ୍ରାର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ମିଥୁନ: ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଲାଭ ମିଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନ ଲାଭର ଯୋଗ ରହିଛି। କର୍କଟ: ଅସୁସ୍ଥ ଅନୁଭବ କରିବେ। […]

zodaic

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 08:07 AM IST

ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଘିଅ ଖାଇ ଘର ବାହାରନ୍ତୁ।

ବୃଷ: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖ-ଶାନ୍ତି ବାତାବରଣ ରହିବ। ଯାତ୍ରାର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଲାଭ ମିଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନ ଲାଭର ଯୋଗ ରହିଛି।

କର୍କଟ: ଅସୁସ୍ଥ ଅନୁଭବ କରିବେ। ନୂତନ କର୍ଯ୍ୟ ଆରମ୍ଭ କରି ପାରନ୍ତି। ଖର୍ଚ୍ଚାନ୍ତି ହୋଇପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କ୍ୟାରିୟର୍‌ରେ ସଫଳତା ମିଳିବ।

ସିଂହ: ନକରାତ୍ମକ ଚିନ୍ତା  କରିପାରନ୍ତି। ଅସୁସ୍ଥ ଅନୁଭବ କରିବେ। କାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କ ସହ ଝଗଡ଼ା ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

କନ୍ୟା: ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ମାନ-ସମ୍ମାନ ମିଳିବ।

ତୁଳା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା: ଆର୍ଥିକ ସ୍ଥିତି ଭଲ ରହିବ। ଯାତ୍ରାର ଯୋଗ ରହିଛି। ଖୁସି ଖବର ମିଳିବ।

ଧନୁ: ଅସୁସ୍ଥ ଅନୁଭବ କରିବେ। ପରିବାର ଲୋକଙ୍କ ସହ ଝଗଡ଼ା ହଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। କ୍ୟାରିୟର୍‌ରେ ସଫଳତା ମିଳିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ। ଉପହାର ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ଧନ ପ୍ରାପ୍ତିର ଯୋଗ ରହିଛି।

ମୀନ: ଅସୁସ୍ଥ ଅନୁଭବ କରିବେ। ମାନ-ସମ୍ମାନ ମିଳିବ। ପିଲାଙ୍କୁ ନେଇ ଚିନ୍ତାରେ ପଡ଼ି ପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।

Related story