୧୯ ଡିସେମ୍ୱର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବନ୍ଧୁଙ୍କ ସହ ସାକ୍ଷତ କରିବେ

ମେଷ: ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଅସୁସ୍ଥ ଅନୁଭବ କରିବେ। ପିଲାଙ୍କ ଠାରୁ ଖୁସି ଖବର ମିଳିବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ବୃଷ: ହଠାତ୍ ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନହାନିର ଆଶଙ୍କା ରହିଛି। ଗୁଡ଼ ଖାଇ ଘରୁ ବାହାରନ୍ତୁ। ମିଥୁନ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: କ୍ୟାରିଅରରେ ସଫଳତା ମିଳିବ। ଆୟ ବଢ଼ିବ। ସ୍ୱାସ୍ଥ୍ୟ ଭଲ […]

zodaic

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 07:45 AM IST

ମେଷ: ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଅସୁସ୍ଥ ଅନୁଭବ କରିବେ। ପିଲାଙ୍କ ଠାରୁ ଖୁସି ଖବର ମିଳିବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ।

ବୃଷ: ହଠାତ୍ ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନହାନିର ଆଶଙ୍କା ରହିଛି। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ମିଥୁନ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: କ୍ୟାରିଅରରେ ସଫଳତା ମିଳିବ। ଆୟ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: ଚାକିରିରେ ପରିବର୍ତ୍ତନ ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଖର୍ଚ୍ଚ ବଢ଼ିପାରେ।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଚିନ୍ତା କରନ୍ତୁ ନାହିଁ। ହନୁମାନ ଚାଳିଶା ପାଠ କରନ୍ତୁ।

ତୁଳା: ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ପିଲାଙ୍କୁ ନେଇ ବ୍ୟସ୍ତ ଭିତରେ ରହିବେ। ସ୍ୱାସ୍ଥ୍ୟର ଯତ୍ନି ନିଅନ୍ତୁ।

ବିଚ୍ଛା: ପୁରୁଣା ଇଚ୍ଛା ପୂରଣ ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ଧନୁ: ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ମକର: ନୂତନ କାମ କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁଡ଼ ଦାନ କରନ୍ତୁ।

କୁମ୍ଭ: ବ୍ୟବସାୟରେ ସଫଳତା ମଳିବ। ହଠାତ୍‌ ଧନ ପ୍ରାପ୍ତିର ଯୋଗ ରହିଛି। ଉପହାର ଓ ସମ୍ମାନ ମିଳିବ।

ମୀନ: କ୍ୟାରିୟର୍‌ରେ ସଫଳତା ମଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଯାତ୍ରାର ଯୋଗ ରହିଛି।

Related story