୧୯ ଫେବ୍ରୁଆରୀ, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଚାକିରିକୁ ନେଇ କ’ଣ ରହିଛି

ମେଷ: ପରୀକ୍ଷାରେ ଭଲ ଫଳ ମିଳିବ ନାହିଁ। କର୍ମକ୍ଷେତ୍ରରେ ପରିବର୍ତ୍ତନ କରନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ: ଚାକିରିକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ବାସସ୍ଥାନ ପରିବର୍ତ୍ତନ କରିପାରନ୍ତି। ମିଥୁନ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି। ନୂଆ ଦାୟିତ୍ୱ ସ୍ୱୀକାର କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। କର୍କଟ: ସନ୍ତାନଙ୍କୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ପାରିବାରିକ ସମସ୍ୟା ଦୂର ହେବ। ପ୍ରେମ ସମ୍ପର୍କ […]

zodaic

Rakesh Mallick
  • Published: Monday, 19 February 2018
  • , Updated: 19 February 2018, 07:33 AM IST

ମେଷ: ପରୀକ୍ଷାରେ ଭଲ ଫଳ ମିଳିବ ନାହିଁ। କର୍ମକ୍ଷେତ୍ରରେ ପରିବର୍ତ୍ତନ କରନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ବୃଷ: ଚାକିରିକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ବାସସ୍ଥାନ ପରିବର୍ତ୍ତନ କରିପାରନ୍ତି।

ମିଥୁନ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି। ନୂଆ ଦାୟିତ୍ୱ ସ୍ୱୀକାର କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: ସନ୍ତାନଙ୍କୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ପାରିବାରିକ ସମସ୍ୟା ଦୂର ହେବ। ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ।

ସିଂହ: ଧାଁଦୌଡ଼ରେ ଦିନଟି କଟିବ। ନିଜ ଲୋକଙ୍କ କଥାକୁ ନେଇ ଯନ୍ତ୍ରଣା ପାଇପାରନ୍ତି। କୌଣସି ଚିନ୍ତା ନିଅନ୍ତୁ ନାହିଁ।

କନ୍ୟା: ଚାକିରି ସମସ୍ୟା ଦୂର ହେବ। ବନ୍ଧୁ ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ। ଅଟକି ରହିଥିବା କାମ ହୋଇଯିବ।

ତୁଳା: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଜୀବନସାଥୀଙ୍କ ପାଖରୁ ଲାଭ ପାଇବେ। ଦୁର୍ଘଟଣାର ଶିକାର ହୋଇପାରନ୍ତି। ଦେଖିଚାହିଁ ଚଳନ୍ତୁ।

ବିଚ୍ଛା: କୌଣସି ବଡ଼ ସମସ୍ୟାରୁ ମୁକ୍ତି ମିଳିବ। ଶୁଭ ସାମାଚର ପାଇବେ। ପଦ ଓ ପ୍ରତିଷ୍ଠା ବଢ଼ିବ।

ଧନୁ: ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ। ଅର୍ଥ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌରସି କାମକୁ ଅଟକାଇ ରଖିଲେ ସମସ୍ୟା ବଢ଼ିପାରେ।

ମକର: ଦୂରଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଆଡକୁ ମନ ଢଳିବ। ନୂଆ କାମ ହାତକୁ ନେଇପାରନ୍ତି।

କୁମ୍ଭ: ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି।

ମୀନ: ଅଟକି ରହିଥିବା କାମ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ଘରେ ଶୁଭକାମ କିଛି ହୋଇପାରେ।

Related story