୨ ଡିସେମ୍ୱର, ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ

ମେଷ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାର୍ଯ୍ୟ କରିପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ବୃଷ: ଦିନ ସାରା ବ୍ୟସ୍ତରେ ରହିବେ। ସମ୍ପତ୍ତି ସମସ୍ୟାର ସମାଧାନ ହେବ। ସନ୍ଧ୍ୟାରେ ଖୁସି ଖବର ପାଇବେ। ବ୍ୟବସାୟରେ ଲାଭବାନ ହେବେ। ମିଥୁନ: ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଖର୍ଚ୍ଚାନ୍ତିରୁ ଦୂରେଇ ରୁହନ୍ତୁ। କର୍କଟ: ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ନୂତନ ସମ୍ପର୍କ ତିଆରି କରି […]

zodaic

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 08:07 AM IST

ମେଷ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାର୍ଯ୍ୟ କରିପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

ବୃଷ: ଦିନ ସାରା ବ୍ୟସ୍ତରେ ରହିବେ। ସମ୍ପତ୍ତି ସମସ୍ୟାର ସମାଧାନ ହେବ। ସନ୍ଧ୍ୟାରେ ଖୁସି ଖବର ପାଇବେ। ବ୍ୟବସାୟରେ ଲାଭବାନ ହେବେ।

ମିଥୁନ: ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଖର୍ଚ୍ଚାନ୍ତିରୁ ଦୂରେଇ ରୁହନ୍ତୁ।

କର୍କଟ: ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ନୂତନ ସମ୍ପର୍କ ତିଆରି କରି ପାରନ୍ତି। ଧନ ପ୍ରାପ୍ତିର ଯୋଗ ରହିଛି।

ସିଂହ: ଚାକିରିରେ ପରିର୍ତ୍ତନର ଯୋଗ ରହିଛି।  କିଛି ନୂଆ ସାମଗ୍ରୀ କିଣାକିଣି କରି ପାରନ୍ତି।  ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। କର୍ମ କ୍ଷେତ୍ରରେ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି। ଜୀବନ ସାଥୀଙ୍କ ସହ ମତାନ୍ତର ହୋଇପାରେ।

ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ିବ। ପୁରୁଣା ବନ୍ଧୁଙ୍କ ସାହାଯ୍ୟ ମିଳିବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

ବିଚ୍ଛା: ବନ୍ଧୁଙ୍କ ପାଇଁ ଚିନ୍ତିତ ରହିବେ। ବ୍ୟସ୍ତ ରହିବେ। ଖର୍ଚ୍ଚ ବଢ଼ିବ।  କର୍ମ କ୍ଷେତ୍ରରେ ସମ୍ମାନ ବଢ଼ିବ।

ଧନୁ: ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି। ପ୍ରେମ ସମ୍ପର୍କ ଭଲ ରହିବ। ବ୍ୟବସାୟରେ ଲାଭବାନ ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ବିବାଦ ଠାରୁ ଦୂରେଇ ରୁହନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। ପ୍ରତିଯୋଗିତାରେ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ।

 ମୀନ: ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସି ପରିବେଶ ରହିବ।

Related story