୨୦୨୦ ସୁଦ୍ଧା ରାଜ୍ୟରେ ୭୭ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ ଲକ୍ଷ୍ୟ: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ମଙ୍ଗଳବାର ପ୍ରଶ୍ନକାଳରେ ବିକଳ୍ପ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ନେଇ ଆଲୋଚନା ହୋଇଥିଲା। ୨୦୨୦ ସୁଦ୍ଧା ରାଜ୍ୟରେ ୭୭ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି। ରୁଫ ଟଫ୍ ସୋଲାର ଏନର୍ଜି ପାଇଁ ଗ୍ରୀଡ଼ କନେକ୍ଟିଭିଟି ସୁବିଧା ଦିଆଯିବ ବୋଲି ଆଜି ପ୍ରଶ୍ନକାଳରେ ଶକ୍ତିମନ୍ତ୍ରୀ କହିଛନ୍ତି। ଓଆଇଆରସି ଗାଇଡ୍ ଲାଇନ୍ ଅନୁସାରେ ଯିଏ ଗ୍ରୀଡ଼ କନେକ୍ଟିଭିଟି ଚାହିଁବେ ସରକାର ତାଙ୍କୁ ଯୋଗାଇ ଦେବେ।

minister

Rakesh Mallick
  • Published: Tuesday, 08 December 2015
  • , Updated: 08 December 2015, 08:00 AM IST

Related story