୨୧ ଡିସେମ୍ୱର, ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବ୍ୟବସାୟରେ ଲାଭବାନ ହେବେ

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ଅନୁଭବ କରିବେ। କାର୍ଯ୍ୟରେ ସଫଳତା ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଧନ ପ୍ରାପ୍ତିର ଯୋଗ ରହିଛି। ପ୍ରତିଯୋଗିତାରେ ସଫଳତା ମଳିବ। ମିଥୁନ: ଖର୍ଚ୍ଚ ବଢ଼ିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଦଳୀ ଦାନ କରନ୍ତୁ। କର୍କଟ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟରେ ଲଭବାନ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ସିଂହ: ପରିବାରରେ ଅଶାନ୍ତି ଦେଖାଦେଇପାରେ। ପିଲାଙ୍କ ଯତ୍ନ […]

zodaic

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 07:57 AM IST

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ଅନୁଭବ କରିବେ। କାର୍ଯ୍ୟରେ ସଫଳତା ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଧନ ପ୍ରାପ୍ତିର ଯୋଗ ରହିଛି। ପ୍ରତିଯୋଗିତାରେ ସଫଳତା ମଳିବ।

ମିଥୁନ: ଖର୍ଚ୍ଚ ବଢ଼ିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଦଳୀ ଦାନ କରନ୍ତୁ।

କର୍କଟ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟରେ ଲଭବାନ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

ସିଂହ: ପରିବାରରେ ଅଶାନ୍ତି ଦେଖାଦେଇପାରେ। ପିଲାଙ୍କ ଯତ୍ନ ନିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଅସୁସ୍ଥ ଅନୁଭବ କରିବେ।

ତୁଳା: ଖର୍ଚ୍ଚ ବଢ଼ିବ। ଅସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ବିଚ୍ଛା: କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ। ଯାତ୍ରାର ଯୋଗ ରହିଛି। ଶରୀର ସୁସ୍ଥ ରହିବ।

ଧନୁ: ପରିବାରରେ ମାଙ୍ଗଳିକ  କାର୍ଯ୍ୟ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ମକର: ମାନ-ସମ୍ମାନ ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ କ୍ଷତି ସହିପାରନ୍ତି।

କୁମ୍ଭ: ବିବାଦଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ କରି ଆନନ୍ଦିତ ହେବେ।  ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ।

ମୀନ: କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ମାନ-ସମ୍ମାନ ବଢ଼ିବ। ଯାନବାହାନ ସୁଖ ମିଳିବ।

 

 

Related story