ନଭେମ୍ବର ୨୧, ମଙ୍ଗଳବାର: ଏହି ରାଶିର ବ୍ୟକ୍ତି ବିବାଦରୁ ଦୂରେଇ ରୁହନ୍ତୁ

ମେଷ: ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ବୃଷ: ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ। ଘରୁ ବାହାରକୁ ଯିବା ବେଳେ ଗୁଡ ଖାଇ ବାହାରନ୍ତୁ। ମିଥୁନ: ପରିବାରିକ ଜୀବନ ସୁଖମୟ ହେବ। ବିବାହଯୋଗ୍ୟ ଯୁବକଯୁବତୀଙ୍କ ବାହାଘର ଆଜି ସ୍ଥିର ହେବାର ଯୋଗ ରହିଛି। ପାରିବାରିକ ସମସ୍ୟା ଦୂର ହେବ। କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ପାଇବ। ଆଜିର ଦିନଟି ଧାଁଦୌଡରେ କଟିବ। ସିଂହ: ସ୍ୱାସ୍ଥ୍ୟରେ […]

zodaic

Rakesh Mallick
  • Published: Tuesday, 21 November 2017
  • , Updated: 21 November 2017, 08:07 AM IST

ମେଷ: ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।

ବୃଷ: ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ। ଘରୁ ବାହାରକୁ ଯିବା ବେଳେ ଗୁଡ ଖାଇ ବାହାରନ୍ତୁ।

ମିଥୁନ: ପରିବାରିକ ଜୀବନ ସୁଖମୟ ହେବ। ବିବାହଯୋଗ୍ୟ ଯୁବକଯୁବତୀଙ୍କ ବାହାଘର ଆଜି ସ୍ଥିର ହେବାର ଯୋଗ ରହିଛି। ପାରିବାରିକ ସମସ୍ୟା ଦୂର ହେବ।

କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ପାଇବ। ଆଜିର ଦିନଟି ଧାଁଦୌଡରେ କଟିବ।

ସିଂହ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ଲାଭବାନ ହେବେ। ଅସବାଧାନତା ଯୋଗୁଁ କ୍ଷତିରେ ପଡିପାରନ୍ତି। ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ ସାବଧାନତା ଅବଲମ୍ବନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।

ତୁଳା: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଆଇନଗତ ସମସ୍ୟାରେ ସଫଳତା ପାଇବେ। ନୂଆ କାମ ପାଇଁ ସୁଯୋଗ ମିଳିବ।

ବିଚ୍ଛା: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଆର୍ଥିକ ସ୍ଥିତି ଭଳ ରହିବ। ପାରିବାରିକ ସମସ୍ୟା ଦୂରହେବ। କୌଣସି ନିଷ୍ପତ୍ତି ନେବା ବେଳେ ଭାବିଚିନ୍ତି ନିଅନ୍ତୁ।

ଧନୁ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସମ୍ପତ୍ତି ଲାଭ ହୋଇପାରେ।

ମକର: ସମ୍ପର୍କରେ ବିଭ୍ରାଟ ଦେଖାଦେବ। ଦୁର୍ଘଟଣାରୁ ବର୍ତ୍ତନ୍ତୁ। ଘରୁ ବାହାରକୁ ଗଲେ ଗୁଡ ଖାଇ ଯାଆନ୍ତୁ।

କୁମ୍ଭ: ଈଶ୍ୱରଙ୍କ ପ୍ରତି ଧ୍ୟାନ ରହିବ। କ୍ୟାରିୟରରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

ମୀନ: ମାନସମ୍ମାନ ବୃଦ୍ଧି ପାଇବ। ଜମିଜମା ବିବାଦ ଦୂର ହେବ। ଅଟକି ରହିଥିବା କମ ଆଜି ହୋଇଯିବାର ଯୋଗ ରହିଛି।

Related story