୨୨ ଡିସେମ୍ୱର, ଶୁକ୍ରବାର: ଜାଣନ୍ତୁ  କେଉଁ ରାଶିର ବ୍ୟକ୍ତିଙ୍କୁ ମାନ-ସମ୍ମାନ ମିଳିବ

ମେଷ: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ। ବୃଷ: ଚାକିରିରେ ସଫଳତା ମିଳିବ। ଯାତ୍ରା କରି ପାରନ୍ତି। ସୁସ୍ଥ ଅନୁଭବ କରିବେ। ମାନ-ସମ୍ମାନ ମିଳିବ। ମିଥୁନ: ପରିବାର ଲୋକଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ସୁସ୍ଥ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସିଂହ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। […]

zodaic-

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 07:46 AM IST

ମେଷ: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ।

ବୃଷ: ଚାକିରିରେ ସଫଳତା ମିଳିବ। ଯାତ୍ରା କରି ପାରନ୍ତି। ସୁସ୍ଥ ଅନୁଭବ କରିବେ। ମାନ-ସମ୍ମାନ ମିଳିବ।

ମିଥୁନ: ପରିବାର ଲୋକଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ସୁସ୍ଥ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ସିଂହ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ମନ ଦେଇ ପଢ଼ନ୍ତୁ।

କନ୍ୟା: ଯାନବାହନ କିଣି ପାରନ୍ତି। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ଋଣରୁ ମୁକ୍ତି ମିଳିବ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ।

ବିଚ୍ଛା: ଦୁର୍ଘଟଣାରେ ଯୋଗ ରହିଛି। ସତର୍କ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି।

ଧନୁ: ବନ୍ଧୁଙ୍କ ସହ ସହଯୋଗ ମିଳିବ। ମାନ-ସମ୍ମାନ ମିଳିବ। ଶୁଭ ଖବର ମିଳିବ।

ମକର: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ସାହସର ସହ କାମ କରନ୍ତୁ। ମାଙ୍ଗଳିକ କାର୍ଯ୍ୟରେ ଉପସ୍ଥିତ ରହି ପାରନ୍ତି।

କୁମ୍ଭ: ବ୍ୟବସାୟରେ ଲାଭବାନ ହେବ। ବନ୍ଧୁଙ୍କ ପକ୍ଷରୁ ଶୁଭ ଖବର ମିଳିବ। ଅସୁସ୍ଥ ଅନୁଭବ କରିବେ।

ମୀନ: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଯାନବାହନର ସୁଖ ମିଳିବ। ଆଖି ଯନ୍ତ୍ରଣାରୁ ଦୂରେଇ ରୁହନ୍ତୁ।

Related story