୨୨ ଫେବ୍ରୁଆରୀ,ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ

ମେଷ: ପିଲାଙ୍କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସୁସ୍ଥ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବୃଷ: ନୂତନ କାର୍ଯ୍ୟ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କଦଳୀ ଦାନ କରନ୍ତୁ। ମିଥୁନ:ଶୁଭ ଖବର ମିଳିବ। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ। ‍ବ୍ୟସ୍ତ ଭିତରେ ରହିବେ। କର୍କଟ: କ୍ୟାରିଅର୍‌ରେ ପରିବର୍ତ୍ତନର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ।  ସିଂହ: ଦିନଟି ବ୍ୟସ୍ତ ଭିତରେ କଟିବ। ସୁସ୍ଥ ରହିବେ। ପରିବାରରେ ହସ […]

Rasiphala

Rakesh Mallick
  • Published: Thursday, 22 February 2018
  • , Updated: 22 February 2018, 07:33 AM IST

ମେଷ: ପିଲାଙ୍କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସୁସ୍ଥ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ବୃଷ: ନୂତନ କାର୍ଯ୍ୟ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କଦଳୀ ଦାନ କରନ୍ତୁ।

ମିଥୁନ:ଶୁଭ ଖବର ମିଳିବ। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ। ‍ବ୍ୟସ୍ତ ଭିତରେ ରହିବେ।

କର୍କଟ: କ୍ୟାରିଅର୍‌ରେ ପରିବର୍ତ୍ତନର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ।

 ସିଂହ: ଦିନଟି ବ୍ୟସ୍ତ ଭିତରେ କଟିବ। ସୁସ୍ଥ ରହିବେ। ପରିବାରରେ ହସ ଓ ଖୁସିର ପରିବେଶ ରହିବ।

କନ୍ୟା: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ପରିବାରରେ ଝଗଡ଼ା ହୋଇପାରେ। ସୋରିଷ ଖାଇ ଘରୁ ବାହାରନ୍ତୁ।

ତୁଳା: ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ମାନ-ସମ୍ମାନ ମିଳିବ।

ବିଚ୍ଛା: କ୍ୟାରିଅର୍‌ରେ ଉନ୍ନତି କରିବେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଖର୍ଚ୍ଚ ବଢ଼ିବ।

ଧନୁ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

ମକର: ଅସୁସ୍ଥ ଅନୁଭବ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ହଳଦିଆ ଜିନିଷ ଦାନ କରନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ  ପ୍ରଶଂସା ପାଇବେ। ଦିନଟି ବ୍ୟସ୍ତ ଭିତରେ କଟିବ। ଯାତ୍ରା କରି ପାରନ୍ତି।

ମୀନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଦାୟିତ୍ୱ ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ।

 

Related story