୨୨ ମେ’ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ମେଷ: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କ୍ଲାନ୍ତ ଅନୁଭବ କରିବେ। କଥା ଉପରେ ସଞ୍ଜମତା ରକ୍ଷା କରନ୍ତୁ। ମନ ଭାରାକ୍ରାନ୍ତ ରହିବା ସହିତ ଅଶାନ୍ତି ରହିବ। ବୃଷ: ଦୃଢ଼ ଆତ୍ମ ବିଶ୍ୱାସର କାର୍ଯ୍ୟ କରି ସଫଳତା ପାଇବେ। ବାପାଙ୍କଠାରୁ ଲାଭ ମିଳିବ। କଳାକାର କିମ୍ବା କ୍ରୀଡ଼ାବିତମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ସରକାରଙ୍କ ତରଫରୁ ଲାଭ ମିଳିବ। ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରିବା ଚାହୁଁଥିଲେ ଆଜି ଦିନଟି ଭଲ ରହିବ। ବ୍ୟବସାୟୀମାନେ ସରକାରଙ୍କ ତରଫରୁ […]

Rasiphala-image-840x440-1

Rakesh Mallick
  • Published: Tuesday, 22 May 2018
  • , Updated: 22 May 2018, 07:09 AM IST

ମେଷ: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କ୍ଲାନ୍ତ ଅନୁଭବ କରିବେ। କଥା ଉପରେ ସଞ୍ଜମତା ରକ୍ଷା କରନ୍ତୁ। ମନ ଭାରାକ୍ରାନ୍ତ ରହିବା ସହିତ ଅଶାନ୍ତି ରହିବ।

ବୃଷ: ଦୃଢ଼ ଆତ୍ମ ବିଶ୍ୱାସର କାର୍ଯ୍ୟ କରି ସଫଳତା ପାଇବେ। ବାପାଙ୍କଠାରୁ ଲାଭ ମିଳିବ। କଳାକାର କିମ୍ବା କ୍ରୀଡ଼ାବିତମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ସରକାରଙ୍କ ତରଫରୁ ଲାଭ ମିଳିବ।

ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରିବା ଚାହୁଁଥିଲେ ଆଜି ଦିନଟି ଭଲ ରହିବ। ବ୍ୟବସାୟୀମାନେ ସରକାରଙ୍କ ତରଫରୁ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ।

କର୍କଟ: ଶରୀର ଅସୁସ୍ଥ ରହିବ। ଭୁଲ ବୁଝାମଣା ଯୋଗଁ ବନ୍ଧୁ କିମ୍ବା ପରିଜନଙ୍କ ସହିତ ମନାନ୍ତର ହୋଇପାରେ। ନକାରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ।

ସିଂହ: କାର୍ଯ୍ୟରେ ସଫଳତା ମିଳିବ। ଅଭିଭାବକଙ୍କଠାରୁ ସହଯୋଗ ମଳିବା ସହିତ ସମାଜରେ ପ୍ରତିଷ୍ଠା ବଢ଼ିବ। ମନ ଆନନ୍ଦ ରହିବ।

କନ୍ୟା: ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ନକାରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ।

ତୁଳା: ଦିନଟି ଆପଣଙ୍କ ପାଇଁ ଶୁଭ ହେବ। ଆୟ ବୃଦ୍ଧି ହେବ। ବନ୍ଧୁମାନଙ୍କ ସହିତ ଦିନ ବିତାଇବେ। ସ୍ୱାଦିଷ୍ଟ ଭୋଜନ କରିବେ।

ବିଚ୍ଛା: ଦିନଟି ଶୁଭଫଳ ଦେବ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ତାକିରି କ୍ଷେତ୍ରରେ ପ୍ରମୋସନ୍ ସହିତ ପାରିବାରିକ ବାତାବରଣ ଭଲ ରହିବ।

ଧନୁ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆଳସ୍ୟପଣ ଯୋଗୁଁ କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ମନରେ ବ୍ୟଗ୍ରତା ରହିବ।

ମକର: ଖର୍ଚ୍ଚାନ୍ତରେ ପଡ଼ିବେ। ବ୍ୟବସାୟରେ ଲାଭ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବା ସହିତ ବନ୍ଧୁଙ୍କ ସହିତ ମତାନ୍ତର ହୋଇପାରେ।

କୁମ୍ଭ: କାର୍ଯ୍ୟରେ ସଫଳ ହେବ। ସହଭାଗୀତାରେ ଲାଭ ମିଳିବ। ବ୍ୟବସାୟରେ ଲାଭ ସହିତ ପ୍ରଚୁର ଆୟର ଯୋଗ ରହିଛିଛି। ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି।

ମୀନ: ଦିନଟି ଭଲରେ କଟିବ। ମନୋବଳ ଓ ଆତ୍ମ ବିଶ୍ୱାସ ବଢ଼ିବ। ପାରିବାରିକ ଶାନ୍ତି ରହିବ। ବ୍ୟବସାୟରେ ଲାଭବାନ ହେବେ।

Related story