୨୫ ଡିସେମ୍ୱର,ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଆଜି ଉପହାର ମିଳିବ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ବୃଷ: ବ୍ୟସ୍ତ ରହିବେ। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ମିଥୁନ: ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।। କର୍କଟ: ଅସୁସ୍ଥ ଅନୁଭବ କରିବେ। ଯାନବାହନ କିଣି ପାରନ୍ତି। ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ସିଂହ: ଅର୍ଥ ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହାସର […]

zodaic

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 07:40 AM IST

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: ବ୍ୟସ୍ତ ରହିବେ। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।।

କର୍କଟ: ଅସୁସ୍ଥ ଅନୁଭବ କରିବେ। ଯାନବାହନ କିଣି ପାରନ୍ତି। ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ।

ସିଂହ: ଅର୍ଥ ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହାସର ସହ କାମ କରନ୍ତୁ।

କନ୍ୟା: ଆର୍ଥିକ ସଙ୍କଟ ଦୂର ହୋଇପାରେ। ନିଜ କର୍ତ୍ତବ୍ୟ ଠିକ୍‌ ଭାବେ କରନ୍ତୁ। ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ଧୀରେ ସୁସ୍ଥେ କାର୍ଯ୍ୟ କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ବ୍ୟସ୍ତତା ଭିତରେ ରହିବେ। ଅସୁସ୍ଥ ଅନୁଭବ କରିବେ। ସନ୍ଧ୍ୟା ବେଳେ କୌଣସି ଶୁଭ ଖବର ଶୁଣି ପାରନ୍ତି।

ଧନୁ: ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ମାନ-ସମ୍ମାନ ମିଳିବ।

ମକର: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନର ହେବ। ପାରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଅର୍ଥ ପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ବ୍ୟସ୍ତ ଭିତରେ ରହିବେ। ଉପହାର ମିଳିବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

ମୀନ: ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଖର୍ଚ୍ଚ ବଢ଼ିବ। ବିବାହ ସ୍ଥିର ହୋଇପାରେ।

Related story