୨୫ ଫେବ୍ରୁଆରୀ, ରବିବାର: ଜାଣନ୍ତୁ କେଉଁ ରାଶିର ଲୋକେ ମିଠା ଜିନିଷ ଦାନ କଲେ ଶୁଭ ଫଳ ପାଇବେ

ମେଷ– ଏହି ରାଶିର ବ୍ୟକ୍ତିମାନେ ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।  ବାଦବିବାଦରୁ ଦୂରେଇ ରୁହନ୍ତୁ। ଧନ ଲାଭର ମଧ୍ୟ ସୁଯୋଗ ରହିଛି। ବୃଷ– ବୈବାହିକ ଜୀବନରେ ସୁଧାର ଆସିବ। ଚାକିରିରେ ଉନ୍ନତି ହୋଇପାରେ। ଆଜି ଆପଣ କୌଣସି ସମ୍ପତ୍ତି କିଣିପାରନ୍ତି। ମିଥୁନ– ବ୍ୟବସାୟରେ ଲାଭ ମିଳିପାରେ। ପରିବାର ଲୋକଙ୍କ ସାହାଯ୍ୟ ମିଳିବ। ଦୂରସ୍ଥାନକୁ ଯାତ୍ରାର ଯୋଗ ରହିଛି। କର୍କଟ– କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଗୁଡ଼ ଖାଇ ଘରୁ ବାହାରନ୍ତୁ। […]

zodaic

Rakesh Mallick
  • Published: Sunday, 25 February 2018
  • , Updated: 25 February 2018, 08:11 AM IST

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।  ବାଦବିବାଦରୁ ଦୂରେଇ ରୁହନ୍ତୁ। ଧନ ଲାଭର ମଧ୍ୟ ସୁଯୋଗ ରହିଛି।

ବୃଷ- ବୈବାହିକ ଜୀବନରେ ସୁଧାର ଆସିବ। ଚାକିରିରେ ଉନ୍ନତି ହୋଇପାରେ। ଆଜି ଆପଣ କୌଣସି ସମ୍ପତ୍ତି କିଣିପାରନ୍ତି।

ମିଥୁନ- ବ୍ୟବସାୟରେ ଲାଭ ମିଳିପାରେ। ପରିବାର ଲୋକଙ୍କ ସାହାଯ୍ୟ ମିଳିବ। ଦୂରସ୍ଥାନକୁ ଯାତ୍ରାର ଯୋଗ ରହିଛି।

କର୍କଟ- କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ସିଂହ- ବିବାହ ପାଇଁ ପ୍ରସ୍ତାବ ଆସିପାରେ। ଚାକିରି କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଧନଲାଭ ହୋଇପାରେ।

କନ୍ୟା- ବ୍ୟବସାୟରେ ଲାଭ ମିଳିପାରେ। କୌଣସି ଯାନବାହନ କିଣିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।

ତୁଳା- ଅନେକ ଦିନରୁ ଅଟକି ରହିଥିବା କାମ ପୂରା ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ପାଖ ସ୍ଥାନକୁ ଯାତ୍ରା କରିପାରନ୍ତି।

ବିଛା- ସ୍ୱାସ୍ଥ ପ୍ରତି ଧ୍ୟାନ ଦିଅନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ମିଠା ଜିନିଷ ଦାନ କରନ୍ତୁ, ଶୁଭ ଫଳ ମିଳିବ।

ଧନୁ- କୌଣସି ଯାନବାହନ କିଣିପାରନ୍ତି। ଅନେକ ଦିନର ଚିନ୍ତାରୁ ମୁକ୍ତ ହେବେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମକର- ଚାକିରିରେ ପରିବର୍ତ୍ତନ ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଧୈର୍ଯ୍ୟର ସହ କାମ କରନ୍ତୁ।

କୁମ୍ଭ- କ୍ୟାରିୟରରେ ସଫଳତା ମିଳିପାରେ। ଜୀବନରେ ଅନେକ କଥାରେ ସୁଧାର ଆସିପାରେ। ବ୍ୟସ୍ତତା ଭିତରେ ଦିନ କଟିବ।

ମୀନ-  କୌଣସି ପ୍ରସଙ୍ଗକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ସହଯୋଗୀଙ୍କ ସହ ବିବାଦ ହୋଇପାରେ। ମାଆଙ୍କ ସହଯୋଗ ମିଳିବ।

Related story