ଜାନୁଆରୀ ୨୬, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଦୂରଯାତ୍ରା କରିବେ

ମେଷ: ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ବାଦବିବାଦରୁ ଦୂରେଇ ରୁହନ୍ତୁ। ବୃଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଯାନବାହନ ସୁଖ ମିଳିବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ମିଥୁନ: ପ୍ରେମ ସମ୍ପର୍କକୁ ନେଇ ବିବାଦ ଦେଖାଦେଇପାରେ। ତରତର ହୋଇ କୌଣସି କାମ କରନ୍ତୁ ନାହିଁ। ଘିଅ ଖାଇ ଘରୁ ବାହାରନ୍ତୁ। କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ବଢ଼ିବ। ବନ୍ଧୁଙ୍କ ସହଯୋଗ ପାଇବେ। ସିଂହ: ସୁସ୍ଥ ରହିବେ। […]

zodaic

Rakesh Mallick
  • Published: Friday, 26 January 2018
  • , Updated: 26 January 2018, 08:06 AM IST

ମେଷ: ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ବାଦବିବାଦରୁ ଦୂରେଇ ରୁହନ୍ତୁ।

ବୃଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଯାନବାହନ ସୁଖ ମିଳିବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ମିଥୁନ: ପ୍ରେମ ସମ୍ପର୍କକୁ ନେଇ ବିବାଦ ଦେଖାଦେଇପାରେ। ତରତର ହୋଇ କୌଣସି କାମ କରନ୍ତୁ ନାହିଁ। ଘିଅ ଖାଇ ଘରୁ ବାହାରନ୍ତୁ।

କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ବଢ଼ିବ। ବନ୍ଧୁଙ୍କ ସହଯୋଗ ପାଇବେ।

ସିଂହ: ସୁସ୍ଥ ରହିବେ। କ୍ୟାରିୟର୍‌ରେ ସଫଳତା ମିଳିବ। ମାନସମ୍ମାନ ବଢ଼ିବ।

କନ୍ୟା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ।

ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନି ଚାଳିଶା ପାଠ କରନ୍ତୁ।

ବିଚ୍ଛା: କାର୍ଯ୍ୟରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ।

ଧନୁ: ଅଟକି ରହଥିବା କାର୍ଯ୍ୟ ଶେଷ କରିବେ। ଅର୍ଥପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତତା ଭିତରେ ରହିବେ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ଚିନ୍ତାରେ ରହିବେ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ। ପିଲାଙ୍କ ପାଖରୁ ଶୁଭ ଖବର ପାଇବେ।

ମୀନ: ପିଲାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।

Related story