୨୬ ନେଭେମ୍ବର, ରବିବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ପାନ ଓ ଗୁଡ଼ ଖାଇ ଘରୁ ବାହାରିବା ଉଚିତ

ମେଷ: ଦୂରଯାତ୍ରା କରିପାରନ୍ତି। ଅବସର ବିନୋଦନ ଲାଗି ସମୟ ପାଇବେ। ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। ବୃଷ: ସମ୍ମାନ ବୃଦ୍ଧି ସହ ମାଲିମକଦ୍ଦମାରେ ବିଜୟ ଲାଭ କରିବେ। ଦିନଟି ମଉଜ ମଜ୍‌ଲିସ୍‌ରେ କଟିବ। ମିଥୁନ: ପାରିବାରିକ ସମସ୍ୟାର ଅନ୍ତ ଘଟିବ । କାହା ସହିତ ମତଭେଦ ଥିଲେ ଆଜି ତାହା ଦୂର ହେବ। ଦେଖି ଚାହିଁ ଅର୍ଥ ବ୍ୟୟ କରନ୍ତୁ। କର୍କଟ: ପ୍ରେମ ଜନିତ ସମସ୍ୟାରେ ପଡ଼ିପାରନ୍ତି।  ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। […]

zodaic

Rakesh Mallick
  • Published: Sunday, 26 November 2017
  • , Updated: 26 November 2017, 07:15 AM IST

ମେଷ: ଦୂରଯାତ୍ରା କରିପାରନ୍ତି। ଅବସର ବିନୋଦନ ଲାଗି ସମୟ ପାଇବେ। ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି।

ବୃଷ: ସମ୍ମାନ ବୃଦ୍ଧି ସହ ମାଲିମକଦ୍ଦମାରେ ବିଜୟ ଲାଭ କରିବେ। ଦିନଟି ମଉଜ ମଜ୍‌ଲିସ୍‌ରେ କଟିବ।

ମିଥୁନ: ପାରିବାରିକ ସମସ୍ୟାର ଅନ୍ତ ଘଟିବ । କାହା ସହିତ ମତଭେଦ ଥିଲେ ଆଜି ତାହା ଦୂର ହେବ। ଦେଖି ଚାହିଁ ଅର୍ଥ ବ୍ୟୟ କରନ୍ତୁ।

କର୍କଟ: ପ୍ରେମ ଜନିତ ସମସ୍ୟାରେ ପଡ଼ିପାରନ୍ତି।  ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସମ୍ଭବ ହେଉଛି ତ ଘରୁ ବାହାରିବା ବେଳେ ପାନ ଖାଇ ବାହାରନ୍ତୁ। ଦେଖିବେ ଶୁଭଫଳ ପାଇବେ।

ସିଂହ: ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ଧନ ଲାଭର ଯୋଗ ରହିଛି । କୌଣସି ଧାର୍ମିକ କାର୍ଯ୍ୟରେ ଦିନଟି କଟିବ।

କନ୍ୟା: ଜୀବନରେ ବଡ଼ ପରିବର୍ତ୍ତନ ଆସିପାରେ । ପାରିବାରିକ ବିବାଦରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଦାମୀ ବସ୍ତୁ କିଣିବା ପାଇଁ ଯୋଜନା କରିବେ।

ତୁଳା: ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।  କ୍ୟାରିୟରରେ ସଫଳତା ହାସଲ କରିବେ।  ମିଠା ମିଠା କଥା କହି ସମସ୍ତଙ୍କ ମନ ଜିଣିବେ।

ବିଛା: ନିଷ୍ପତ୍ତି ନେବା ଆଗରୁ ଭଲ ଭାବେ ବିଚାର କରନ୍ତୁ ଓ ଅନ୍ୟମାନଙ୍କର ପରାମର୍ଶ ନିଅନ୍ତୁ। ଠକାମୀରେ ପଡ଼ିପାରନ୍ତି । ତେଣୁ ସତର୍କ ରୁହନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ଦେଖିବେ ଭଲ ଫଳ ମିଳିବ ।

ଧନୁ: ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଆଣ୍ଠୁଗଣ୍ଠି ସମସ୍ୟାରେ ପଡ଼ିପାରନ୍ତି । ଅର୍ଥପ୍ରାପ୍ତିର ଯୋଗ ରହିଛି।

ମକର: ଧନପ୍ରାପ୍ତି ଯୋଗ ରହିଛି । ମାନସମ୍ମାନ ମଧ୍ୟ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଯୋଜନା ଅନୁଯାୟୀ କାର୍ଯ୍ୟ ସଂପନ୍ନ ହେବ।

କୁମ୍ଭ: ମାନସମ୍ମାନ ମିଳି଼ବ । ହଠାତ୍‌ କୌଣସି ଖୁସି ଖବର ପାଇପାରନ୍ତି। ଦିନଟି ଭଲରେ କଟିବ। ପରିବାର ଲୋକଙ୍କୁ ଅଧିକ ସମୟ ଦେବେ।

ମୀନ: ଧନହାନି ଯୋଗ ରହିଛି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ରାଗ ଉପରେ ବି ନିୟନ୍ତ୍ରଣ ରଖନ୍ତୁ। ନହେଲେ କାର୍ଯ୍ୟ ବିଗିଡ଼ି ଯାଇପାରେ।

Related story