୨୭ ନଭେମ୍ବର, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିବ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଏତେଟା ଭଲ ନୁହେଁ। ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡିବ। ଦାୟିତ୍ୱ ବଢିବ। ଥଣ୍ଡାଜ୍ୱର ହେବାର ଆଶଙ୍କା ରହିଛି, ସାବଧାନ ରୁହନ୍ତୁ। ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ମାନସମ୍ମାନ ବଢ଼ିବ। ମିଥୁନ: ଏଣେତେଣେ ଯାତ୍ରା କରି ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କର୍କଟ: କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। କୌଣସି କଥାକୁ ନେଇ ହଠାତ ରାଗି ଯାଇପାରନ୍ତି। ମହାଦେବଙ୍କ ପୂଜା […]

zodaic

Rakesh Mallick
  • Published: Monday, 27 November 2017
  • , Updated: 27 November 2017, 08:20 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଏତେଟା ଭଲ ନୁହେଁ। ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡିବ। ଦାୟିତ୍ୱ ବଢିବ। ଥଣ୍ଡାଜ୍ୱର ହେବାର ଆଶଙ୍କା ରହିଛି, ସାବଧାନ ରୁହନ୍ତୁ।

ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ମାନସମ୍ମାନ ବଢ଼ିବ।

ମିଥୁନ: ଏଣେତେଣେ ଯାତ୍ରା କରି ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।

କର୍କଟ: କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। କୌଣସି କଥାକୁ ନେଇ ହଠାତ ରାଗି ଯାଇପାରନ୍ତି। ମହାଦେବଙ୍କ ପୂଜା କରନ୍ତୁ ମଙ୍ଗଳ ହେବ।

ସିଂହ: ଅଟକି ରହିଥିବା କାମ ହୋଇଯିବ। କ୍ୟାରିୟର ଆଗକୁ ବଢାଇବାକୁ ଅଧିକ ପରିଶ୍ରମ କରିବାକୁ ପଡିବ। ଜୀବନସାଥିଙ୍କ ସହ ଥିବା ମତଭେଦ ଦୂର ହେବ।

କନ୍ୟା: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ରୋଜଗାର ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ। ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ ଲାଭ ପାଇବେ।

ତୁଳା: ଦାୟିତ୍ୱ ବଢ଼ିବ। ମାନସମ୍ମାନ ବୃଦ୍ଧ ପାଇବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି।

ବିଚ୍ଛା: ଅଫିସ୍‌ରେ ବିବାଦରୁ ଦୂରେଇ ରୁହନ୍ତୁ। ସମ୍ପର୍କରେ ମତାନ୍ତର ଘଟିପାରେ। କୌଣସି ନିଷ୍ପତ୍ତି ନେଲେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ। ଅଯଥା ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ।

ମକର: ପ୍ରେମଜନିତ ସମସ୍ୟାକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ଦାୟିତ୍ୱ ବଢ଼ିପାରେ।

କୁମ୍ଭ: ଅଟକି ରହିଥିବା କାମ ହୋଇଯିବ। ଜମିଜମା ସମସ୍ୟା ଦୂର ହେବ। ମହିଳାଙ୍କ ସହଯୋଗ ପାଇବେ।

ମୀନ: ଗୁରୁଜନଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଏତେଟା ଭଲ ନୁହେଁ। ଗୁରୁତ୍ୱପୂର୍ଣ୍ଣ କାମ ଥିଲେ କରନ୍ତୁ ନାହିଁ। ଧଳା ବସ୍ତୁ ଦାନ କରନ୍ତୁ, ସମସ୍ୟା ଟଳିଯିବ।

Related story