୨୮ ନଭେମ୍ୱର,ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କଥା ଉପରେ ନିୟନ୍ତ୍ରଣ ରଖିବା ଭଲ

ମେଷ: ବ୍ୟବସାୟରେ ଲଭବାନ ହେବେ। ପୁଞ୍ଜି ନିବେଶ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ବୃଷ:  ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ। ନୂତନ କାର୍ଯ୍ୟ ହାତକୁ ନେଇପାରନ୍ତି। କର୍ମ କ୍ଷେତ୍ରରେ ଦାୟିତ୍ୱ ବଢ଼ିବ।  ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବାଦ ବିବାଦରୁ ଦୂରେଇ ରୁହନ୍ତୁ। କୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। କର୍କଟ:  […]

zodaic

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 08:07 AM IST

ମେଷ: ବ୍ୟବସାୟରେ ଲଭବାନ ହେବେ। ପୁଞ୍ଜି ନିବେଶ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ଖୁସିର ପରିବେଶ ରହିବ।

ବୃଷ:  ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ। ନୂତନ କାର୍ଯ୍ୟ ହାତକୁ ନେଇପାରନ୍ତି। କର୍ମ କ୍ଷେତ୍ରରେ ଦାୟିତ୍ୱ ବଢ଼ିବ।

 ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବାଦ ବିବାଦରୁ ଦୂରେଇ ରୁହନ୍ତୁ। କୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ:  ଆଖିରେ ଯନ୍ତ୍ରଣା ହୋଇପାରେ। ପରିବାର ଲୋକଙ୍କ ସହ ଝଗଡ଼ା ହୋଇପାରେ। ଆଜି ଆରମ୍ଭ କରିଥିବା କାର୍ଯ୍ୟ ଶେଷ ହୋଇପାରିବ ନାହିଁ। ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ।

ସିଂହ:  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାନ୍ତି। ଝଗଡ଼ାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ।

କନ୍ୟା:  ପାରିବାରରେ ଖୁସିର ପରିବେଶ ରହିବ। ଧନପ୍ରାପ୍ତିର ଯୋଗ ରହିଛି। କର୍ମ କ୍ଷେତ୍ରରେ ସଫଳତା ମିଳିବ।

ତୁଳା:  ଧନପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁତ୍ର ଓ ପତ୍ନୀଙ୍କ ଠାରୁ ଖୁସି ଖବର ମିଳିବ।

ବିଚ୍ଛା:  କ୍ୟାରିୟର୍‌ରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢିବ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ଧନୁ:  ସୁସ୍ଥ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ଲୋକଙ୍କ ସହ ଝଗଡ଼ା ହୋଇପାରେ।

ମକର:  ଆର୍ଥିକ ସ୍ଥିତି ଭଲ ରହିବ। ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ସୁସ୍ଥ ଅନୁଭବ କରିବେ।

କୁମ୍ଭ:  ଜୀବନରେ ସ୍ଥିରତା ଆସିବ। ମାନ ସମ୍ମାନ ମିଳିବ। ନିଜ ପାଇଁ କିଛି ସମୟ ବାହାର କରନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ:  ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବିବାହ ସ୍ଥିର ହୋଇପାରେ। ସୁସ୍ଥ ଅନୁଭବ କରିବେ। ଧନପ୍ରାପ୍ତିର ଯୋଗ ରହିଛି।

Related story