ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପଲାର୍ ରାଡାର୍: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୪ଟି ଡପଲାର ରାଡାରା କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପାରାଦୀପଠାରେ ଗୋଟିଏ ଡପଲାର ରାଡାର ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଗୋପାଳପୁର ଏବଂ ପରେ ସମ୍ବଲପୁର ଓ ବାଲେଶ୍ୱରରେ ଡପଲାର ରାଡାର କେନ୍ଦ୍ର ପ୍ରତିଷ୍ଠା କରାଯିବ। ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉରରାୟ। ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏହି ସୂଚନା […]

minister

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 06:58 AM IST

ଭୁବନେଶ୍ୱର: ରାଜ୍ୟରେ ୪ଟି ଡପଲାର ରାଡାରା କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପାରାଦୀପଠାରେ ଗୋଟିଏ ଡପଲାର ରାଡାର ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଗୋପାଳପୁର ଏବଂ ପରେ ସମ୍ବଲପୁର ଓ ବାଲେଶ୍ୱରରେ ଡପଲାର ରାଡାର କେନ୍ଦ୍ର ପ୍ରତିଷ୍ଠା କରାଯିବ। ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉରରାୟ। ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏହି ସୂଚନା ଦେଇଥିଲେ।

Related story