୩୦ ଜାନୁଆରୀ, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ

ମେଷ: ଶରୀରରେ ଆଘାତ ଲାଗିପାରେ। ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ପରିବାର ଲୋକଙ୍କ ସହଯୋଗ ମିଳିବ। ବୃଷ: ବିବାହ ସ୍ଥିର ହୋଇପାରେ। ଖର୍ଚ୍ଚ ବଢ଼ିବ। ବ୍ୟସ୍ତ ଭିତରେ ରହିବେ। ମିଥୁନ: ମାନ-ସମ୍ମାନ ମିଳିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହ ସାକ୍ଷାତ ହେବ। କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ରହିବେ। କର୍କଟ: କ୍ୟାରିୟର୍‌ରେ ଲାଗିଥିବା ସମସ୍ୟା ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାର୍ଯ୍ୟ ଶେଷ କରିବେ। କଥା ଉପରେ ନିୟନ୍ତ୍ରଣ […]

zodaic

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 07:27 AM IST

ମେଷ: ଶରୀରରେ ଆଘାତ ଲାଗିପାରେ। ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ପରିବାର ଲୋକଙ୍କ ସହଯୋଗ ମିଳିବ।

ବୃଷ: ବିବାହ ସ୍ଥିର ହୋଇପାରେ। ଖର୍ଚ୍ଚ ବଢ଼ିବ। ବ୍ୟସ୍ତ ଭିତରେ ରହିବେ।

ମିଥୁନ: ମାନ-ସମ୍ମାନ ମିଳିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହ ସାକ୍ଷାତ ହେବ। କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ରହିବେ।

କର୍କଟ: କ୍ୟାରିୟର୍‌ରେ ଲାଗିଥିବା ସମସ୍ୟା ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାର୍ଯ୍ୟ ଶେଷ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଦିନଟି ବ୍ୟସ୍ତ ଭିତରେ କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବନ୍ଧୁଙ୍କ ନିକଟରୁ ଶୁଭ ଖବର ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

କନ୍ୟା: ଧନପ୍ରାପ୍ତିର ଯୋଗ ରହିଛି। ଉପହାର ମିଳିବ। ବ୍ୟବସାୟରେ ଲାଭବାନ ମିଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ନୂଆ ସାମଗ୍ରୀ କିଣାକିଣି କରିପାରନ୍ତି।

ବିଚ୍ଛା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ପିଲାଙ୍କ ସଫଳତା ମଳିବ।

ଧନୁ: ପରିବାରରେ ମତାନ୍ତର ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରା ସଫଳତା ପାଇବେ।

ମକର: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ। ମନସିକ ଚିନ୍ତା ଦୂର ହେବ।

କୁମ୍ଭ: ଦୂରଯାତ୍ରା କରି ପାରନ୍ତି। ଯାନବାହନ ସୁଖ ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ମୀନ: ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି। ଦୂରଯାତ୍ରା କରନ୍ତୁ ନାହିଁ।

Related story