୩ ମାର୍ଚ୍ଚ, ଶନିବାର: ଜାଣନ୍ତୁ ଚାକିରିକୁ ନେଇ କେମିତି କଟିବ ଆଜିର ଦିନ

ମେଷ: ଆଜିର ଦିନଟି କଠିନ ପରିଶ୍ରମରେ କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ବୃଷ: ଚାକିରିକୁ ନେଇ ଥିବା ବିବାଦର ସମାଧାନ ହୋଇଯିବ। ଧନପ୍ରାପ୍ତି ହୋଇପାରେ। ରହିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି। ମିଥୁନ: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ନୂଆ ଦାୟିତ୍ୱ ନେଇପାରନ୍ତି। ଅସମ୍ମାନୀତ ହୋଇପାରନ୍ତି। କର୍କଟ: ପିଲାମାନଙ୍କ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାଟ ବାହାରିବ। ପାରିବାରିକ ବିବାଦର ସମାଧାନ ହୋଇଯିବ। କ୍ୟାରିୟରରେ ନୂଆ ସୁଯୋଗ ପାଇବେ। ସିଂହ: ଧନପ୍ରାପ୍ତିର ଯୋଗ […]

Rasiphala-image-768x402-1-1-1-1

Rakesh Mallick
  • Published: Saturday, 03 March 2018
  • , Updated: 03 March 2018, 07:16 AM IST

ମେଷ: ଆଜିର ଦିନଟି କଠିନ ପରିଶ୍ରମରେ କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଚାକିରିକୁ ନେଇ ଥିବା ବିବାଦର ସମାଧାନ ହୋଇଯିବ। ଧନପ୍ରାପ୍ତି ହୋଇପାରେ। ରହିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି।

ମିଥୁନ: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ନୂଆ ଦାୟିତ୍ୱ ନେଇପାରନ୍ତି। ଅସମ୍ମାନୀତ ହୋଇପାରନ୍ତି।

କର୍କଟ: ପିଲାମାନଙ୍କ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାଟ ବାହାରିବ। ପାରିବାରିକ ବିବାଦର ସମାଧାନ ହୋଇଯିବ। କ୍ୟାରିୟରରେ ନୂଆ ସୁଯୋଗ ପାଇବେ।

ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ଚାକିରିରେ ଲାଭ ପାଇବେ। କୌଣସି ନିଜ ଲୋକର ବ୍ୟବହାରରେ କଷ୍ଟ ପାଇବେ।

କନ୍ୟା: ଚାକିରି ସମସ୍ୟା ଦୂର ହେବ। ଚାକିରିରେ ପରିବର୍ତ୍ତନ କଲେ ଲାଭ ପାଇବେ। ପିଲାମାନଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ।

ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଓ ଦୁର୍ଘଟଣାର ଯୋଗ ରହିଥିବାରୁ ସତର୍କ ରୁହନ୍ତୁ। ଚାକିରିରେ ପରିବର୍ତ୍ତନର ସଙ୍କେତ ରହିଛି। ଘରୁ ବାହାରକୁ ଯିବା ବେଳେ ଘିଅ ଖାଇ ବାହାରନ୍ତୁ।

ବିଚ୍ଛା: ବଡ଼ ସମସ୍ୟାରୁ ମୁକ୍ତି ମିଳିବ। ପିଲାମାନଙ୍କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ଧନୁ: ଧନପ୍ରାପ୍ତିର ଯୋଗ ରହିଛି। ଶିକ୍ଷା ପ୍ରତି ଆଗ୍ରହ ବଢ଼ିବ। ନୂଆ ଦାୟିତ୍ୱ ପାଇବେ।

ମକର: ଦୂର ଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଆଡକୁ ମନ ବଳିବ। ନୂଆ କାମ ଆରମ୍ଭ କରିପାରନ୍ତି।

କୁମ୍ଭ: ଆଜିର ଦିନଟି ଆପଣଙ୍କର ବ୍ୟସ୍ତତା ମଧ୍ୟରେ କଟିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଅଳ୍ପ ବାସ୍ନାଯୁକ୍ତ ଅତର ପକାଇ ବାହାରକୁ ଯାଆନ୍ତୁ।

ମୀନ: ଧନପ୍ରାପ୍ତିରେ ସମସ୍ୟା ଦେଖାଦେବ। ଦାୟିତ୍ୱକୁ ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

Related story