୩ ନଭେମ୍ୱର, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବେ

ମେଷ: ଏକାଗ୍ରତା ରହିବ ନାହିଁ। ଅର୍ଥ ଦେଣ-ନେଣ ଉପରେ ଧ୍ୟାନ ରଖନ୍ତୁ। ଦୁର୍ଘଟଣାର ଘଟିପାରେ। ତେଣୁ ସାବଧାନ ରୁହନ୍ତୁ। ନୂତନ କାର୍ଯ୍ୟ କରିପାରନ୍ତି। ବୃଷ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟରେ ଲାଭବାନ ହେବେ। ଅସୁସ୍ଥ ଅନୁଭବ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ। ମିଥୁନ: ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ବାପାଙ୍କ ଠାରୁ ଆଶୀର୍ବାଦ ପାଇବେ। କୌଣସି ସାମାଜିକ କାର୍ଯ୍ୟରେ ଉପସ୍ଥିତ ରହିପାରନ୍ତି। କର୍କଟ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଚିନ୍ତିତ ରହିବେ। ବ୍ୟବସାୟରେ କ୍ଷତି […]

zodaic

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 08:41 AM IST

ମେଷ: ଏକାଗ୍ରତା ରହିବ ନାହିଁ। ଅର୍ଥ ଦେଣ-ନେଣ ଉପରେ ଧ୍ୟାନ ରଖନ୍ତୁ। ଦୁର୍ଘଟଣାର ଘଟିପାରେ। ତେଣୁ ସାବଧାନ ରୁହନ୍ତୁ। ନୂତନ କାର୍ଯ୍ୟ କରିପାରନ୍ତି।

ବୃଷ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟରେ ଲାଭବାନ ହେବେ। ଅସୁସ୍ଥ ଅନୁଭବ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ।

ମିଥୁନ: ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ବାପାଙ୍କ ଠାରୁ ଆଶୀର୍ବାଦ ପାଇବେ। କୌଣସି ସାମାଜିକ କାର୍ଯ୍ୟରେ ଉପସ୍ଥିତ ରହିପାରନ୍ତି।

କର୍କଟ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଚିନ୍ତିତ ରହିବେ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ।

ସିଂହ: କଥା ଉପରେ ସଂଯମ ରକ୍ଷା କରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ସ୍ତରରେ ବ୍ୟଗ୍ରତା ଲାଗି ରହିବ। ପ୍ରିୟବ୍ୟକ୍ତିଙ୍କ ସହ ଝଗଡ଼ା କରିପାରନ୍ତି। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ।

କନ୍ୟା: ସକାଳେ ବନ୍ଧୁଙ୍କ ସହ ଯାତ୍ରା କରି ପାରନ୍ତି। ହଠାତ୍ ଖର୍ଚ୍ଚ ହୋଇପାରେ। ବ୍ୟବସାୟରେ ସଫଳତା ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ।

ତୁଳା: ପରିବାରରେ ଖୁସିର ବାତାବରଣ ରହିବ। ସୁସ୍ଥ ରହିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଘରେ ଖୁସିର ପରିବେଶ ରହିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

ଧନୁ: ଖର୍ଚ୍ଚ ବଢ଼ିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି। ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି।

ମକର: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଯାତ୍ରାରେ ଯିବା ପାଇଁ ଯୋଜନା କରିପାରନ୍ତି। ଅସୁସ୍ଥ ଅନୁଭବ କରିବେ। ଆର୍ଥିକ ସ୍ଥିତି ଭଲ ରହିବ ନାହିଁ।

କୁମ୍ଭ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ସୁସ୍ଥ ରହିବେ।

ମୀନ: ନୂତନ କାର୍ଯ୍ୟ କରିପାରନ୍ତି। ଯାତ୍ରା କରିବାର ଯୋଗ ରହିଛି। ଝଗଡ଼ା ହୋଇପାରେ।

Related story