ଫେବ୍ରୁଆରୀ ୪, ରବିବାର: ଜାଣନ୍ତୁ କାହାର ସ୍ୱାସ୍ଥ୍ୟ କେମିତି ରହିବ

ମେଷ: ଆଜିର ଦିନଟି ଆପଣଙ୍କୁ ମିଶ୍ରଫଳ ମିଳିବ। ଦିନଟି ଧାଁଦୌଡ଼ରେ କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ବୃଷ: ଚାକିରି ଓ ବ୍ୟବସାୟରେ ଭଲ ସୁଯୋଗ ଆସିବ। ସନ୍ତାନପ୍ରାପ୍ତିର ଯୋଗ ରହିଛି। ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ନୁହେଁ। ସ୍ୱାସ୍ଥ୍ୟହାନୀ ହୋଇପାରେ। ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଦେବ। ଯାତ୍ରା କରିବାରେ କ୍ଷତିରେ ପଡ଼ିପାରନ୍ତି। କର୍କଟ: ଅନାବଶ୍ୟକ ଚିନ୍ତା ବଢ଼ିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ସିଂହ: ଚାକିରିରେ […]

zodaic

Rakesh Mallick
  • Published: Sunday, 04 February 2018
  • , Updated: 04 February 2018, 07:27 AM IST

ମେଷ: ଆଜିର ଦିନଟି ଆପଣଙ୍କୁ ମିଶ୍ରଫଳ ମିଳିବ। ଦିନଟି ଧାଁଦୌଡ଼ରେ କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଚାକିରି ଓ ବ୍ୟବସାୟରେ ଭଲ ସୁଯୋଗ ଆସିବ। ସନ୍ତାନପ୍ରାପ୍ତିର ଯୋଗ ରହିଛି। ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ନୁହେଁ। ସ୍ୱାସ୍ଥ୍ୟହାନୀ ହୋଇପାରେ। ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଦେବ। ଯାତ୍ରା କରିବାରେ କ୍ଷତିରେ ପଡ଼ିପାରନ୍ତି।

କର୍କଟ: ଅନାବଶ୍ୟକ ଚିନ୍ତା ବଢ଼ିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ଚାକିରିରେ ବଡ଼ ପରିବର୍ତ୍ତନ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଖର୍ଚ୍ଚ ବଢ଼ିବ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ପାଇଁ ଦିନଟି ଭଲ।

ତୁଳା: ବାଦବିବାଦରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଗୁଡ ଖାଇ ଘରୁ ବାହାରନ୍ତୁ।

ବିଚ୍ଛା: ମକଦ୍ଦମାରେ ବିଜୟ ହେବେ। ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି। ଦୁର୍ଘଟଣାରୁ ବଞ୍ଚନ୍ତୁ।

ଧନୁ: ପ୍ରେମ ସମ୍ପର୍କରେ ସଫଳତା ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାନସମ୍ମାନ ବୃଦ୍ଧି ପାଇବ।

ମକର: ଜୀବନରେ ବଡ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସମସ୍ୟା ଦୂର ହେବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

କୁମ୍ଭ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।

Related story