୫ ନଭେମ୍ୱର, ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ନୂତନ ବନ୍ଧୁ କରିବେ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ବୃଷ: ଅସୁସ୍ଥ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରିବେ। କାର୍ଯ୍ୟ କରିବାକୁ ଉତ୍ସାହ ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପରିବାରରେ ଆନନ୍ଦର ପରିବେଶ ରହିବ। ମିଥୁନ: ନୂତନ ବନ୍ଧୁ କରିପାରନ୍ତି। ଯାତ୍ରାର ଯୋଗ ରହିଛି। ବ୍ୟସ୍ତରେ ରହିବେ। କେହି ଧାରଉଧାର ମାଗିଲେ ଦିଅନ୍ତୁ ନାହିଁ। ଘରକୁ ଅତିଥି ଆସି ପାରନ୍ତି। କର୍କଟ: […]

zodaic

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 08:08 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

ବୃଷ: ଅସୁସ୍ଥ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରିବେ। କାର୍ଯ୍ୟ କରିବାକୁ ଉତ୍ସାହ ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପରିବାରରେ ଆନନ୍ଦର ପରିବେଶ ରହିବ।

ମିଥୁନ: ନୂତନ ବନ୍ଧୁ କରିପାରନ୍ତି। ଯାତ୍ରାର ଯୋଗ ରହିଛି। ବ୍ୟସ୍ତରେ ରହିବେ। କେହି ଧାରଉଧାର ମାଗିଲେ ଦିଅନ୍ତୁ ନାହିଁ। ଘରକୁ ଅତିଥି ଆସି ପାରନ୍ତି।

କର୍କଟ: ଶରୀର ଅସୁସ୍ଥ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ ସୁଖଶାନ୍ତିର ପରିବେଶ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଦୂରଯାତ୍ରାର ଯୋଗ ରହିଛି। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରନ୍ତି।

କନ୍ୟା: ଧାର୍ମିକ ସ୍ଥଳକୁ ଯିବା ପାଇଁ ଯୋଜନା କରିପାରନ୍ତି। ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ଅନୁଭବ କରିବେ।

ତୁଳା: ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଯାତ୍ରା କରନ୍ତୁ ନାହିଁ। ଧନହାନୀର ସମ୍ମୁଖୀନ ହୋଇପାରନ୍ତି। ପାନପତ୍ର ଖାଇ ଘରୁ ବାହାରନ୍ତୁ।

ବିଚ୍ଛା: ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିୟରରେ ସଫଳତା ମିଳିବ। ଅଟକି ରହିଥିବା କାମ ଶେଷ ହେବ।

ଧନୁ: ବନ୍ଧୁଙ୍କ ସହ ଖୁସିରେ ସମୟ କାଟିବେ। ଟଙ୍କା ନେଣଦେଣ ଠାରୁ ଦୂରେଇ ରୁହନ୍ତୁ। ନୂତନ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଖିଜନିତ ସମସ୍ୟାରେ ପଡି ପାରନ୍ତି।

ମକର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଦୂରଯାତ୍ରା କରନ୍ତୁ ନାହିଁ।

କୁମ୍ଭ: ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ।

ମୀନ: ଯାନବାହନ ସୁଖ ମିଳିବ। ବ୍ୟସ୍ତ ରହିବେ। ବନ୍ଧୁ ପରିଜନଙ୍କଠାରୁ ଉପହାର ମିଳିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

 

Related story