ଫେବ୍ରୁଆରୀ ୫, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ପାନପତ୍ର ଖାଇ ଘରୁ ବାହାରିବା ଉଚିତ

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ପିଲାଙ୍କୁ ନେଇ ଖୁସି ରହିବେ। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। ବୃଷ: ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ସୁଖ ଓ ଶାନ୍ତି ରହିବ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ମିଥୁନ:  ବନ୍ଧୁଙ୍କ ସହ ସାକ୍ଷାତ କରି ପାରନ୍ତି। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। କର୍କଟ: ନୂତନ କାର୍ଯ୍ୟ କରି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ସିଂହ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ବ୍ୟବସାୟ ଆରମ୍ଭ […]

zodaic

Rakesh Mallick
  • Published: Monday, 05 February 2018
  • , Updated: 05 February 2018, 07:38 AM IST

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ପିଲାଙ୍କୁ ନେଇ ଖୁସି ରହିବେ। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି।

ବୃଷ: ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ସୁଖ ଓ ଶାନ୍ତି ରହିବ। ଜୀବନ ସାଥୀଙ୍କ ସହଯୋଗ ମିଳିବ।

ମିଥୁନ:  ବନ୍ଧୁଙ୍କ ସହ ସାକ୍ଷାତ କରି ପାରନ୍ତି। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: ନୂତନ କାର୍ଯ୍ୟ କରି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ପାନପତ୍ର ଖାଇ ଘରୁ ବାହାରନ୍ତୁ।

କନ୍ୟା: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ଯାତ୍ରା ଯୋଗ ରହିଛି।

ତୁଳା: ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ମାନସମ୍ମାନ ମିଳିବ।

ବିଚ୍ଛା: ଆର୍ଥିକ ସ୍ଥିତି ଭଲ ରହିବ।  ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ: ପରିବାରରେ ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ଦୂର ଯାତ୍ରା କରି ପାରନ୍ତି। ନୂତନ ବନ୍ଧୁ କରି ପାରନ୍ତି।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ବିଦେଶ ଯାତ୍ରା କରି ପାରନ୍ତି। ଟଙ୍କା ନେଣଦେଣ କରନ୍ତୁ ନାହିଁ।

କୁମ୍ଭ: ଯାନବାହନ କିଣି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମୀନ: ପରିବାରରେ ସୁଖ ଓ ଶାନ୍ତି ରହିବ।  ଆର୍ଥିକ ସ୍ଥିତି ଭଲ ରହିବ। ଦୂର ଯାତ୍ରା କରି ପାରନ୍ତି।

Related story