୫ ମାର୍ଚ୍ଚ, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଉପହାର ମିଳିବ

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ମିଳିବ। ବୃଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ। ମିଶ୍ରି ଖାଇ ଘରୁ ବାହାରନ୍ତୁ। ମିଥୁନ: ନୂତନ ଚାକିରିରେ ଯୋଗ ଦେଇପାରନ୍ତି। ମାନ-ସମ୍ମାନ ମିଳିବ। ଉପହାର ମିଳିବ। କର୍କଟ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ସନ୍ତାନ ସୁଖ ମିଳିବ। ଅଟକି […]

Rasiphala-image-768x402-1-1-1-1-1-1-840x440

Rakesh Mallick
  • Published: Monday, 05 March 2018
  • , Updated: 05 March 2018, 08:40 AM IST

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

ବୃଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ। ମିଶ୍ରି ଖାଇ ଘରୁ ବାହାରନ୍ତୁ।

ମିଥୁନ: ନୂତନ ଚାକିରିରେ ଯୋଗ ଦେଇପାରନ୍ତି। ମାନ-ସମ୍ମାନ ମିଳିବ। ଉପହାର ମିଳିବ।

କର୍କଟ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ସନ୍ତାନ ସୁଖ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଧଳା ବସ୍ତୁ ଦାନ କରନ୍ତୁ। ଦିନଟି ଭଲରେ କଟିବ।

ତୁଳା: ଧନପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତ ଭିତରେ ରହିବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ବିଚ୍ଛା: ଆର୍ଥିକ ସ୍ଥିତି ଭଲ ରହିବ। ମାନ-ସମ୍ମାନ ମିଳିବ। କ୍ୟାରିଅର୍‌ରେ ଉନ୍ନତି କରିବେ।

ଧନୁ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ଯାତ୍ରା କରିପାରନ୍ତି। ଖର୍ଚ୍ଚ ବଢ଼ିବ।

ମକର: ଅସୁସ୍ଥ ଅନୁଭବ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧଳା ବସ୍ତୁ ଦାନ କରନ୍ତୁ।

କୁମ୍ଭ: ମାନ-ସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ।

ମୀନ:ବ୍ୟସ୍ତ ଭିତରେ ରହିବେ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ଅସୁସ୍ଥ ଅନୁଭବ କରିବେ।

Related story