ଫେବ୍ରୁଆରୀ ୬,ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବନ୍ଧୁଙ୍କ ସହ ସାକ୍ଷାତ କରିବେ

ମେଷ: ବ୍ୟସ୍ତ ଭିତରେ ରହିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ। ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। କାର୍ଯ୍ୟାଳୟରେ ସହକର୍ମୀଙ୍କ ସହଯୋଗ ପାଇବେ। ସୁସ୍ଥ ରହିବେ। ମିଥୁନ: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ପେଟ ଯନ୍ତ୍ରଣା ଦେଖାଦେଇ ପାରେ। ଖର୍ଚ୍ଚ ବଢ଼ିବ। ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି। କର୍କଟ: ଅଳସୁଆ ଅନୁଭବ କରିବେ। କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ଗୁଡ଼ ଖାଇ ଘରୁ […]

zodaic1

Rakesh Mallick
  • Published: Tuesday, 06 February 2018
  • , Updated: 06 February 2018, 07:29 AM IST

ମେଷ: ବ୍ୟସ୍ତ ଭିତରେ ରହିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ।

ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। କାର୍ଯ୍ୟାଳୟରେ ସହକର୍ମୀଙ୍କ ସହଯୋଗ ପାଇବେ। ସୁସ୍ଥ ରହିବେ।

ମିଥୁନ: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ପେଟ ଯନ୍ତ୍ରଣା ଦେଖାଦେଇ ପାରେ। ଖର୍ଚ୍ଚ ବଢ଼ିବ। ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି।

କର୍କଟ: ଅଳସୁଆ ଅନୁଭବ କରିବେ। କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ସିଂହ: ଯାତ୍ରା କରିପାରନ୍ତି। ଘରେ ଶୁଭ କାମ ଅନୁଷ୍ଠିତ ହୋଇପାରେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

କନ୍ୟା: ବିବାହ ଓ ପ୍ରେମକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ନୂତନ ଜିନିଷ କିଣି ପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ରହିବେ।

ବିଚ୍ଛା: ପରିବାରରେ ବିବାଦ ଦେଖାଦେଇପାରେ। ଚାକିରିକୁ ନେଇ ଚିନ୍ତିତ ରହିବେ। ମିଠା ଖାଦ୍ୟ ଦାନ କରନ୍ତୁ।

ଧନୁ: ନୂତନ ଦାୟିତ୍ୱ  ତୁଲାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ସୁଖ ଓ ଶାନ୍ତିର ପରିବେଶ ରହିବ।

ମକର: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟରେ ଲାଭବାନ ହେବେ। ମାନ-ସମ୍ମାନ ପାଇବେ।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ।

ମୀନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଯାତ୍ରା କରନ୍ତୁ ନାହିଁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

Related story