୭ ଡିସେମ୍ବର, ଗୁରୁବାର, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଦିନ କେମିତି କଟିବ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। କୌଣସି ନୂଆ କାମ ହାତକୁ ନିଅନ୍ତୁ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କଦଳୀ ଦାନ କରନ୍ତୁ ସମସ୍ୟା ଦୂର ହେବ। ବୃଷ: ନୂଆ ଗାଡି କିଣିବାର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ଦୂରଯାତ୍ରାର ଯୋଗ ରହିଛି। ମିଥୁନ: କ୍ୟାରିୟରରେ ସଫଳତା ମିଳିବ। ନୂଆ ଚାକିରିରେ ଯୋଗ ଦେଇପାରନ୍ତି। ପରିବାରରେ ସୁଖଶାନ୍ତି ରହିବ। କର୍କଟ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଅଟକି ରହିଥିବା […]

zodaic

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 09:03 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। କୌଣସି ନୂଆ କାମ ହାତକୁ ନିଅନ୍ତୁ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କଦଳୀ ଦାନ କରନ୍ତୁ ସମସ୍ୟା ଦୂର ହେବ।

ବୃଷ: ନୂଆ ଗାଡି କିଣିବାର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ଦୂରଯାତ୍ରାର ଯୋଗ ରହିଛି।

ମିଥୁନ: କ୍ୟାରିୟରରେ ସଫଳତା ମିଳିବ। ନୂଆ ଚାକିରିରେ ଯୋଗ ଦେଇପାରନ୍ତି। ପରିବାରରେ ସୁଖଶାନ୍ତି ରହିବ।

କର୍କଟ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଅଟକି ରହିଥିବା କାମ ପୂରା ହୋଇଯିବ। ପାରିବାରିକ ଜୀବନ ମଧୁର ରହିବ। କୌଣସି ବନ୍ଧୁ ପରିଜନଙ୍କ ସହ ଭେଟ ହୋଇପାରେ।

ସିଂହ: ରୋଜଗାର ସମସ୍ୟା ଦୂର ହେବ। ଅଯଥା ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ। ପିଲାମାନଙ୍କ ସମସ୍ୟାକୁ ନେଇ ଅଶାନ୍ତି ଦେଖାଦେଇପାରେ।

କନ୍ୟା: ଜମିଜମା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ, ପରିଜନଙ୍କଠାରୁ ଉପହାର ପାଇପାରନ୍ତି। ଅଜି ଅଧିକ ପରିଶ୍ରମ କରିବାକୁ ପଡିପାରେ।

ତୁଳା: ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହେବ। କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ଦୂରଯାତ୍ରା କରିବାରନ୍ତି।

ବିଚ୍ଛା: ସ୍ୱାସ୍ଥ୍ୟ ଭଲ ରହିବ। ନୂଆ କାମ ହାତକୁ ନେବାକୁ ନିଷ୍ପତ୍ତି ନେଇପାରନ୍ତି। ଅଟକି ରହିଥିବା ଧନ ମିଳିବାର ସମ୍ଭାବନା ରହିଛି।

ଧନୁ: ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରିୟଜନଙ୍କୁ ଭେଟିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତି। ଜମିଜମା ସମସ୍ୟା ଦେଖାଦେଇପାରେ। କୌଣସି ମହିଳାଙ୍କ ସହଯୋଗ ପାଇବେ।

କୁମ୍ଭ: ପ୍ରେମ ସମ୍ପର୍କରେ ସଫଳତା ମିଳିବ। ମାନସମ୍ମାନ ବୃଦ୍ଧି ପାଇବ। ଚାକିରି କରିଥିବା ବ୍ୟକ୍ତିଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିପାରେ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ପିଲାମାନଙ୍କ ସଫଳତାରେ ଖୁସିରେ ଦିନଟି କଟିବ। ଦୂରଯାତ୍ରାର ଯୋଗ ରହିଛି।

Related story