୭ ଜାନୁୟାରୀ, ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦେବେ

ମେଷ: ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ରଖନ୍ତୁ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବୃଷ: ଯାନବାହନ ସୁଖ ମିଳିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ସୁସ୍ଥ ଅନୁଭବ କରିବେ। ମିଥୁନ: ବିବାହ ଯୋଗ୍ୟ ପାତ୍ରଙ୍କ ବାହାଘର ସ୍ଥିର ହୋଇପାରେ। ଦିନଟି ଭଲରେ କଟିବ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। କର୍କଟ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରଯାତ୍ରା କରି ପାରନ୍ତି। ସୁସ୍ଥ ରହିବେ। ଧନପ୍ରାପ୍ତିର ଯୋଗ ରହିଛି। ସିଂହ: […]

zodaic-

Rakesh Mallick
  • Published: Sunday, 07 January 2018
  • , Updated: 07 January 2018, 08:04 AM IST

ମେଷ: ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ରଖନ୍ତୁ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ବୃଷ: ଯାନବାହନ ସୁଖ ମିଳିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ସୁସ୍ଥ ଅନୁଭବ କରିବେ।

ମିଥୁନ: ବିବାହ ଯୋଗ୍ୟ ପାତ୍ରଙ୍କ ବାହାଘର ସ୍ଥିର ହୋଇପାରେ। ଦିନଟି ଭଲରେ କଟିବ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ।

କର୍କଟ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରଯାତ୍ରା କରି ପାରନ୍ତି। ସୁସ୍ଥ ରହିବେ। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ପିଲାଙ୍କ ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢିବ।

କନ୍ୟା: ଖାଦ୍ୟପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

ତୁଳା: ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କିଛି ଜିନିଷ କିଣାକିଣି କରି ପାରନ୍ତି।

ବିଚ୍ଛା: ମକଦ୍ଦମାରେ ବିଜୟୀ ହୋପାରନ୍ତି। ଯାନବାହନ ଦୁର୍ଘଟଣାର ସମ୍ଭାବନା ରହିଛି, ସତର୍କତା ଅବଲମ୍ବନ କରନ୍ତୁ।

ଧନୁ: ଅସୁସ୍ଥତା ଅନୁଭବ କରିବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ।

ମକର: ନୂତନ କାର୍ଯ୍ୟ ହାତକୁ ନେଇ ପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

କୁମ୍ଭ: ଧନପ୍ରାପ୍ତିର ଯୋଗ ରହିଛି। ଶିକ୍ଷା କ୍ଷେତ୍ରର ସଫଳତା ମିଳିବ। କ୍ରୋଧ ପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଯାନବାହନ ସୁଖ ମିଳିବ। ପରିବାରରେ ଖୁସିର ବାତାବରଣ ରହିବ।

Related story