୭ ମାର୍ଚ୍ଚ, ବୁଧବାର: ଜାଣନ୍ତି କେଉଁ ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ କେମିତି ରହିବ

ମେଷ: ଦିନ ଆରମ୍ଭ ଭଲରେ କଟିବ।। ଅପରାହ୍ନରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବୃଷ: ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ମାମଲାରେ ଲାଭ ମିଳିବ। ଗୃହ ଉପଯୋଗୀ ବସ୍ତୁ କ୍ରୟ କରିବେ। ମିଥୁନ: ଦିନଟି ଜ୍ଞାନ ଚର୍ଚ୍ଚାରେ କଟିବ। ମଧ୍ୟାହ୍ନ ପରେ ବ୍ୟବସାୟରେ ଲାଭ ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ପାରିବାରିକ ପରିବେଶ ସୁଖମୟ ହେବ। କର୍କଟ: ଜମିଜମା ଜନିତ ଘଟଣା ଚିନ୍ତାରେ ପକାଇପାରେ। ମଧ୍ୟାହ୍ନ ସମୟ […]

Rasiphala

Rakesh Mallick
  • Published: Wednesday, 07 March 2018
  • , Updated: 07 March 2018, 07:27 AM IST

ମେଷ: ଦିନ ଆରମ୍ଭ ଭଲରେ କଟିବ।। ଅପରାହ୍ନରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ବୃଷ: ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ମାମଲାରେ ଲାଭ ମିଳିବ। ଗୃହ ଉପଯୋଗୀ ବସ୍ତୁ କ୍ରୟ କରିବେ।

ମିଥୁନ: ଦିନଟି ଜ୍ଞାନ ଚର୍ଚ୍ଚାରେ କଟିବ। ମଧ୍ୟାହ୍ନ ପରେ ବ୍ୟବସାୟରେ ଲାଭ ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ପାରିବାରିକ ପରିବେଶ ସୁଖମୟ ହେବ।

କର୍କଟ: ଜମିଜମା ଜନିତ ଘଟଣା ଚିନ୍ତାରେ ପକାଇପାରେ। ମଧ୍ୟାହ୍ନ ସମୟ ପରେ ଟିକେ ଶାନ୍ତି ଅନୁଭବ କରିବେ। ବନ୍ଧୁଙ୍କ ସହଯୋଗ ପାଇବେ ଓ ଶରୀରରେ ଫୂର୍ତ୍ତି ଅନୁଭବ କରିବେ। ଅଧିକ ଚିନ୍ତା ଯୋଗୁଁ ମନ ବିଚଳିତ ରହିପାରେ।

ସିଂହ: ଧନପ୍ରାପ୍ତି ଯୋଗ ରହିଛି। ଆଜି ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପୁଞ୍ଜି ନିବେଶ କ୍ଷେତ୍ରରେ ଲାଭ ମିଳିବ। ଅସୁସ୍ଥ ଅନୁଭବ କରିବେ।

କନ୍ୟା: କାଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ ନଚେତ ସମସ୍ୟାରେ ପଡ଼ିବେ। ପରିବାରିକ ଅଶାନ୍ତି ଦେଖାଦେବ। ଶାରୀରିକ ଓ ମାନସିକ ଅସୁସ୍ଥତା ଅନୁଭବ କରିବେ। ମଧ୍ୟାହ୍ନ ପରେ ଶୁଭ ଖବର ପାଇବେ।

ତୁଳା: ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ଦୃଢ଼ ବିଚାର ଶକ୍ତି ଯୋଗୁଁ ମନ ଠିକ୍ ରହିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

ବିଚ୍ଛା: ଉଗ୍ର ମନଭାବ ଓ କ୍ରୋଧୀ ସ୍ୱଭାବ ଯୋଗୁଁ ଅସୁବିଧାରେ ପଡ଼ିପାରନ୍ତି। ମଧ୍ୟାହ୍ନ ପରେ ଆର୍ଥିକ ସମସ୍ୟାର ସାମାଧାନ ହୋଇଯିବ।

ଧନୁ: ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ। ପାରବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଚାକିରିରେ ପଦୋନ୍ନତି ମିଳିବାର ଯୋଗ ରହିଛି। ବନ୍ଧୁଙ୍କ ସହିତ ଭ୍ରମଣ କରିପାରନ୍ତି। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।

ମକର: ପାରିବାରିକ ଜୀବନ ଭଲରେ କଟିବ। ସହକର୍ମୀଙ୍କ ସହଯୋଗ ପାଇବେ। ଆୟ ବୃଦ୍ଧି ସହ ବ୍ୟବସାୟରେ ଲାଭ ମିଳିପାରେ।

କୁମ୍ଭ: ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ବ୍ୟବସାୟରେ ଲାଭ ମିଳିବ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।

ମୀନ: ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ହେଳା କରନ୍ତୁ ନାହିଁ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। ବାଦ ବିବାଦରୁ ଦୂରେଇ ରୁହନ୍ତୁ।

Related story