୮ ଡିସେମ୍ବର, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କର ବ୍ୟବସାୟରେ ଲାଭ ହେବ

ମେଷ: ଆଜି ଦିନଟି ଭଲରେ କଟିବ ନାହିଁ। ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ। କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ବୃଷ:  ଆଜି ଦିନଟି ଭଲରେ କଟିବ। ମାନସମ୍ମାନ ବଢ଼ିବ। କାର୍ଯ୍ୟରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ମିଥୁନ: ପରିବାର ସଦସ୍ୟଙ୍କ ସହ ଦିନଟି ଆଜି ଖୁସିରେ କାଟିବେ । ବ୍ୟବସାୟରେ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କର୍କଟ: କ୍ୟାରିୟରରେ ସଫଳତା ମିଳିବ। ହଠାତ୍‌ ଧନପ୍ରାପ୍ତର ଯୋଗ ରହିଛି। ସ୍ଥାନ ପରିବର୍ତ୍ତନ କରିପାରନ୍ତି। […]

zodaic-1-3-768x401-1-1-1-1-1-2-1-1-1-1

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 08:14 AM IST

ମେଷ: ଆଜି ଦିନଟି ଭଲରେ କଟିବ ନାହିଁ। ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ। କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ।

ବୃଷ:  ଆଜି ଦିନଟି ଭଲରେ କଟିବ। ମାନସମ୍ମାନ ବଢ଼ିବ। କାର୍ଯ୍ୟରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ ।

ମିଥୁନ: ପରିବାର ସଦସ୍ୟଙ୍କ ସହ ଦିନଟି ଆଜି ଖୁସିରେ କାଟିବେ । ବ୍ୟବସାୟରେ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: କ୍ୟାରିୟରରେ ସଫଳତା ମିଳିବ। ହଠାତ୍‌ ଧନପ୍ରାପ୍ତର ଯୋଗ ରହିଛି। ସ୍ଥାନ ପରିବର୍ତ୍ତନ କରିପାରନ୍ତି। ସ୍ୱାଦିଷ୍ଟ  ଖାଦ୍ୟ ଖାଇପାରନ୍ତି।

ସିଂହ: ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସନ୍ଧ୍ୟାବେଳେ ଶୁଭ ସମାଚାର ମିଳିପାରେ।

କନ୍ୟା: ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ହୋଇପାରେ। ପରିବାର ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟ କରନ୍ତୁ, ସଫଳତା ମିଳିବ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ। ଶୁଭ ସମାଚାର ମିଳିପାରେ।

ବିଚ୍ଛା: କ୍ୟାରିୟରରେ ସଫଳତା ମିଳିବ। ଅଟକି ରହିଥିବା କାମ ଆଜି ପୂରା ହେବ। ଧନପ୍ରାପ୍ତିର ଯୋଗ ରହିଛି। ଦୂରଯାତ୍ରା କରିପାରନ୍ତି।

ଧନୁ: କାମର ପ୍ରେସର ରହିବ। ସ୍ୱାସ୍ଥ୍ୟାର ଯତ୍ନ ନିଅନ୍ତୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପ୍ରିୟ ବନ୍ଧୁଙ୍କ ସହ ଦେଖାହୋଇପାରେ।

ମକର: ଚାକରି କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ବିବାହ ଯୋଗ୍ୟ ଯୁବକ ଓ ଯୁବତୀମାନଙ୍କ କ୍ଷେତ୍ରରେ ବିବାହକୁ ନେଇ ସମସ୍ୟା ଦେଖା ଯାଇପାରେ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଧଳା ମିଠା ଦାନ କରନ୍ତୁ।

କୁମ୍ଭ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କ୍ୟାରିୟରରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ। ଆଜି ଦିନଟି ପରିବାର ସଦସ୍ୟଙ୍କ ସହ ଖୁସିରେ କାଟିବେ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରଯାତ୍ରା କରନ୍ତୁ ନାହିଁ।

 

 

 

 

 

Related story