୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୧୫ ପ୍ରଦାନ

ଭୁବନେଶ୍ୱର: ଓଟିଭି ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୧୫ ପ୍ରଦାନ କରାଯାଇଛି। କଟକ ଇଣ୍ତୋର୍ ଷ୍ଟାଡିୟମରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ, ୮ଟି କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣି ଦେଇଥିବା ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ୮ଟି କ୍ୟାଟେଗୋରି ହେଲା- ଶିକ୍ଷା, କଳା ଓ ସଂସ୍କୃତି, କୃଷି, ରାଜନୀତି, କ୍ରୀଡ଼ା, ବାଣିଜ୍ୟ, ସମାଜସେବା ଓ ମନୋରଂଜନ। କୃଷି କ୍ଷେତ୍ର ପାଇଁ ଚଳିତ ବର୍ଷ ସମ୍ମାନଜନକ ଓଡ଼ିଶା ସିଟିଜେନ୍ସ ଆୱାର୍ଡ […]

ocaawara

ocaawara

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 04:32 PM IST

Sports

Latest News

[caption id="attachment_32083" align="alignleft" width="300"]ocaawara ସିଟିଜେନ୍ ଆୱାର୍ଡ ୨୦୧୫: ପୁରସ୍କାର ଗ୍ରହଣ କରୁଛନ୍ତି (ବାମରେ ଉପରୁ) ସନତ କୁମାର ପଣ୍ଡା (କୃଷି), ଶ୍ରୀକୁମାର ମିଶ୍ର (ବ୍ୟବସାୟ), ପ୍ରଫେସର ସୁନିଲ କୁମାର ଷଡ଼ଙ୍ଗୀ (ଶିକ୍ଷା) ଓ ମାଗୁଣି କୁଅଁର (କଳା ଓ ସଂସ୍କୃତି)[/caption]

ଭୁବନେଶ୍ୱର: ଓଟିଭି ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୧୫ ପ୍ରଦାନ କରାଯାଇଛି। କଟକ ଇଣ୍ତୋର୍ ଷ୍ଟାଡିୟମରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ, ୮ଟି କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣି ଦେଇଥିବା ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ୮ଟି କ୍ୟାଟେଗୋରି ହେଲା- ଶିକ୍ଷା, କଳା ଓ ସଂସ୍କୃତି, କୃଷି, ରାଜନୀତି, କ୍ରୀଡ଼ା, ବାଣିଜ୍ୟ, ସମାଜସେବା ଓ ମନୋରଂଜନ।

କୃଷି କ୍ଷେତ୍ର ପାଇଁ ଚଳିତ ବର୍ଷ ସମ୍ମାନଜନକ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ବିଜେତା ହୋଇଛନ୍ତି ସନତ କୁମାର ପଣ୍ଡା। ସେହିପରି ବ୍ୟବସାୟ କ୍ୟାଟାଗୋରିରେ ଶ୍ରୀକୁମାର ମିଶ୍ର, ଶିକ୍ଷା କ୍ୟାଟାଗୋରିରେ ପ୍ରଫେସର ସୁନିଲ ଷଡ଼ଙ୍ଗୀ, କଳା ଓ ସଂସ୍କୃତି କ୍ଷେତ୍ରରେ ମାଗୁଣି କୁଅଁର, କ୍ରୀଡ଼ାରେ ଦୂତି ଚାନ୍ଦ, ମନୋରଂଜନ କ୍ଷେତ୍ରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ର, ସମାଜସେବା କ୍ଷେତ୍ରରେ କୃଷ୍ଣ ସିଂହ ଏବଂ ରାଜନୀତିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ୨୦୧୫ର ସମ୍ମାନଜନକ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି।

[caption id="attachment_32084" align="alignleft" width="300"]ସିଟିଜେନ୍ ଆୱାର୍ଡ ୨୦୧୫: ପୁରସ୍କାର ଗ୍ରହଣ କରୁଛନ୍ତି (ବାମରେ ଉପରୁ) ପିସିସି ସଭାପତି ପ୍ରସାଦ ହରିଚନ୍ଦନ (ରାଜନୀତି), ଦୂତି ଚାନ୍ଦ (କ୍ରୀଡ଼ା)ଙ୍କ ପାଇଁ ପୁରସ୍କାର ଗ୍ରହଣ କରୁଛନ୍ତି ଭଉଣୀ ସରସ୍ୱତୀ, ଶିଶିର ମିଶ୍ର (ମନୋରଂଜନ)ଙ୍କ ପାଇଁ ପୁରସ୍କାର ନେଉଛନ୍ତି ମିହିର ଦାସ ଓ ସମାଜସେବା ପାଇଁ ପୁରସ୍କାର ଗ୍ରହଣ କରୁଛନ୍ତି କୃଷ୍ଣ ସିଂହ   ସିଟିଜେନ୍ ଆୱାର୍ଡ ୨୦୧୫: ପୁରସ୍କାର ଗ୍ରହଣ କରୁଛନ୍ତି (ବାମରେ ଉପରୁ) ପିସିସି ସଭାପତି ପ୍ରସାଦ ହରିଚନ୍ଦନ (ରାଜନୀତି), ଦୂତି ଚାନ୍ଦ (କ୍ରୀଡ଼ା)ଙ୍କ ପାଇଁ ପୁରସ୍କାର ଗ୍ରହଣ କରୁଛନ୍ତି ଭଉଣୀ ସରସ୍ୱତୀ, ଶିଶିର ମିଶ୍ର (ମନୋରଂଜନ)ଙ୍କ ପାଇଁ ପୁରସ୍କାର ନେଉଛନ୍ତି ମିହିର ଦାସ ଓ ସମାଜସେବା ପାଇଁ ପୁରସ୍କାର ଗ୍ରହଣ କରୁଛନ୍ତି କୃଷ୍ଣ ସିଂହ[/caption]

ସେହିପରି ଏଥର ପ୍ରଥମ କରି ଇନୋଭେଟିଭ୍ ୟଙ୍ଗ୍ ଇଣ୍ଟରପ୍ରିନିଓର୍ ପୁରସ୍କାର ପ୍ରଦାନ କରାଯାଇଛି। ଏହାର ବିଜେତା ହୋଇଛନ୍ତି ୩୧ ବର୍ଷୀୟ ଯୁବ ଉଦ୍ୟୋଗୀ ଶ୍ରୀ ନୃପଲ୍ ଦାସ। ଫ।ଲକନ୍ ଗ୍ରୁପ୍ର ପୃଷ୍ଠପୋଷକତାରେ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ବାବଦରେ ତାଙ୍କୁ ଗ୍ରୁପ ମୁଖ୍ୟ ତାରାରଂଜନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ଏହି ଉତ୍ସବରେ ମୁମ୍ୱାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଟେଲିଭିଜନ୍ ନେଟୱର୍କର କୋ-ଫ।ଉଣ୍ଡର ତଥା ନିର୍ଦ୍ଦେଶିକା ଶ୍ରୀମତୀ ଜଗି ମଙ୍ଗତ ପଣ୍ଡା ପ୍ରାରମ୍ଭିକ ଭାଷଣ ଦେଇ ଓଡ଼ିଶା ଟେଲିଭିଜନ୍ ଆୱାର୍ଡ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନେକ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣି ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବାକୁ ଓଟିଭି ପକ୍ଷରୁ ୨୦୧୨ରୁ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story