କେମିତି ଲୁପ୍ତ ହୋଇଥିଲା ସିନ୍ଧୁ ସଭ୍ୟତା: ଖୋଲାସା କଲା ଆଇଆଇଟି ଖଡ଼ଗପୁର

ଖଡ଼ଗପୁର,(ଓଡ଼ିଶା ରିପୋର୍ଟର): ବେଳେ ବେଳେ ଇତିହାସକୁ ନେଇ ବିଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସେ।  ଯାହା ଖୁବ୍‌ ରହସ୍ୟମୟ ଓ ଉତ୍କଣ୍ଠାପୂର୍ଣ୍ଣ।  ଏବେ ଐତିହାସିକ ସିନ୍ଧୁ ସଭ୍ୟତାକୁ ନେଇ ଆସିଛି ନୂଆତଥ୍ୟ।  ଆଜକୁ ୪,୩୫୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା  ସିନ୍ଧୁ ସଭ୍ୟତା ୯୦୦ ବର୍ଷ ଧରି ମରୁଡ଼ି ପ୍ରପୀଡ଼ିତ ଥିଲା। ଦୀର୍ଘ ବର୍ଷ ଧରି  ମରୁଡ଼ି ଓ ପ୍ରାକୃତିକ ଦୁର୍ବିପାକରେ ଶିକାର ହେବା  ଏହି ସଭ୍ୟତା ଧୀରେ ଧୀରେ ବିଲୁପ୍ତ ହୋଇଯାଇଥିଲା। ଆଇଆଇଟି ଖଡ଼ଗପୁର ପକ୍ଷରୁ […]

900

900

Rakesh Mallick
  • Published: Monday, 16 April 2018
  • Updated: 16 April 2018, 05:21 PM IST

Sports

Latest News

ଖଡ଼ଗପୁର,(ଓଡ଼ିଶା ରିପୋର୍ଟର): ବେଳେ ବେଳେ ଇତିହାସକୁ ନେଇ ବିଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସେ।  ଯାହା ଖୁବ୍‌ ରହସ୍ୟମୟ ଓ ଉତ୍କଣ୍ଠାପୂର୍ଣ୍ଣ।  ଏବେ ଐତିହାସିକ ସିନ୍ଧୁ ସଭ୍ୟତାକୁ ନେଇ ଆସିଛି ନୂଆତଥ୍ୟ।  ଆଜକୁ ୪,୩୫୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା  ସିନ୍ଧୁ ସଭ୍ୟତା ୯୦୦ ବର୍ଷ ଧରି ମରୁଡ଼ି ପ୍ରପୀଡ଼ିତ ଥିଲା। ଦୀର୍ଘ ବର୍ଷ ଧରି  ମରୁଡ଼ି ଓ ପ୍ରାକୃତିକ ଦୁର୍ବିପାକରେ ଶିକାର ହେବା  ଏହି ସଭ୍ୟତା ଧୀରେ ଧୀରେ ବିଲୁପ୍ତ ହୋଇଯାଇଥିଲା। ଆଇଆଇଟି ଖଡ଼ଗପୁର ପକ୍ଷରୁ ହୋଇଥିବା  ଗବେଷଣାରୁ ଏହି ତଥ୍ୟ ଉନ୍ମୋଚନ ହୋଇଛି। ଦୀର୍ଘ ଦିନ ଧରି ଅଧ୍ୟୟନ ସହ ତଥ୍ୟ ପ୍ରମାଣକୁ ଏକାଠି କରିବା ପରେ ଏହା ଜଣାପଡ଼ିଛି। ବିଭିନ୍ନ ସମୟରେ ଗବେଷକମାନେ ସିନ୍ଧୁ ସଭ୍ୟତା ଲୀନ ହେବା ପଛରେ ମରୁଡ଼ିଜନିତ କାରଣକୁ ଦର୍ଶାଇ ଆସୁଥିଲେ।

କେହି କେହି ବିଷେଶଜ୍ଞ ସିନ୍ଧୁ ସଭ୍ୟତା ୨୦୦ ବର୍ଷ ଧରି ମରୁଡ଼ିରେ ପ୍ରଭାବିତ ହୋଇଥିଲା ବୋଲି ଦାବି କରି ଆସୁଥିଲେ। ଏନେଇ ଆଇଆଇଟି ଖଡ଼ଗପୁର ପକ୍ଷରୁ ଗବେଷଣା କରାଯିବା ପରେ ଉପରୋକ୍ତ ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣାରେ ଭୂବିଜ୍ଞାନୀ ଓ ଭୂ-ପଦାର୍ଥ ବିଜ୍ଞାନୀମାନେ ସାମିଲ ହୋଇଥିଲେ। ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ  ବିଗତ  ୫୦୦୦ ବର୍ଷଧରି ମୌସୁମୀ ସ୍ଥିତି ପରିବର୍ତ୍ତନ ହୋଇ ଆସୁଛି।  ଏମିତିକି ଏହା ପୂର୍ବରୁ ୯୦୦ ବର୍ଷଧରି ହିମାଳୟର ଉତ୍ତର ପଶ୍ଚିମ ଅଞ୍ଚଳରରେ ବର୍ଷା ଏକପ୍ରକାର ଉଭାନ ହୋଇଯାଇଥିଲା।

ସ୍ୱଳ୍ପରୁ ସ୍ୱଳ୍ପ ବୃଷ୍ଟିପାତ ହେବାରୁ  ନଦୀ, ନାଳ, ପୋଖରୀ କୂଅ ଶୁଖିଗଲା।  ପ୍ରକୃତିର କୋପରେ ସବୁଠି ହାହାକାର ପରିସ୍ଥିତି ହେଲା। ଲୋକେ ପୋକମାଛି ପରି ମରିଗଲେ। ଫଳରେ ଧୀରେ ଧୀରେ ସିନ୍ଧୁ ସଭ୍ୟତା ଲୋପ ପାଇଗଲା। କିନ୍ତୁ ପୂର୍ବ ଏବଂ ଦକ୍ଷିଣରେ ମୌସୁମୀ ପାଣିପାଗ ସ୍ୱଭାବିକ୍ ରହିବା ଯୋଗୁ ଏଠିକାର ସଭ୍ୟତାର ତିଷ୍ଟି ରହିପାରିଲା।  ମୁଖ୍ୟତଃ 2,350 ଖ୍ରୀଷ୍ଟପୂର୍ବ ଅର୍ଥାତ 4,350 ବର୍ଷ ପୂର୍ବେ ମୌସୁମୀ ଅନିୟମିତା ରହିବା ସହ ଦୁର୍ବଳ ସ୍ଥିତି ଜାରି ରହିଥିଲା।  ଉପଯୁକ୍ତ ବର୍ଷା ନ ହେବା ଓ ଜଳବାୟୁର ଅସନ୍ତୁଲନ ରହିବାରୁ ସିନ୍ଧୁ ସଭ୍ୟତାର ସତ୍ତା ଲିଭିଯାଇଥିଲା।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story