ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମାନ-ସମ୍ମାନ ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ।
ବୃଷ: ବ୍ୟବସାୟରେ ଲାଭବାନ ହେବେ। ଚାକିରିରେ ସଫଳତା ପାଇବେ। ବୈବାହିକ ଜୀବନ ସୁଖ ଶାନ୍ତିରେ କଟିବ। ପତ୍ନୀ ଅବା ପୁତ୍ରଙ୍କ ଠାରୁ ଲାଭବାନ ହେବେ।
ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଭଲ ରହିଛି। ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଶରୀର ସୁସ୍ଥ ରହିବ।
କର୍କଟ: ପିଲାଙ୍କ ସହ ମତାନ୍ତର ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ମାନ-ସମ୍ମାନ ମିଳିପାରେ।
ସିଂହ: ଦିନଟି ଭଲ ରହିଛି। ବ୍ୟବସାୟରେ ଲାଭବାନ ହେବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଚାକିରିରେ ସହକର୍ମୀଙ୍କ ସହଯୋଗ ପାଇବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ।
ତୁଳା: କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।
ବିଚ୍ଛା: ନୂତନ କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଖୁସିର ବାତାବରଣ ରହିବ। କାର୍ଯ୍ୟାଳୟରେ ସହକର୍ମୀଙ୍କ ସହଯୋଗ ପାଇବେ।
ଧନୁ: ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ପାଇବେ। ଧନକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଆଜି କରନ୍ତୁ ନାହିଁ। ଶନି ଦେବଙ୍କୁ ପୂଜା କରନ୍ତୁ।
କୁମ୍ଭ: କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ଯାତ୍ରା ଯୋଗ ରହିଛି।
ମୀନ: ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।