୯ ନଭେମ୍ୱର, ଗୁରୁବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କର ଆଜି ଅଧିକ ଖର୍ଚ୍ଚ ହେବ

ମେଷ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସରକାରୀ ସ୍ତରରୁ ଲାଭବାନ ହେବେ।  ବ୍ୟବସାୟ ପାଇଁ ଦିନଟି ଭଲ ରହିଛି। ବୃଷ: ମଧ୍ୟମ ଫଳ ପ୍ରାପ୍ତି ହେବ। କୌଣସି ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ପୁରୁଣା ଇଚ୍ଛା ପୂରଣ ହେବ। ହଠାତ୍ ଯାତ୍ରା କରି ପାରନ୍ତି। ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହଯୋଗ ପାଇ ଖୁସି ଅନୁଭବ କରିବେ। ଉତ୍ତମ ଭୋଜନ ଓ ନୂତନ ପୋଷାକ ମିଳିପାରେ। କର୍କଟ: ଖର୍ଚ୍ଚ ବଢ଼ିବ। କଥା ଉପରେ ସଂଯମ […]

zodaic

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 07:54 AM IST

ମେଷ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସରକାରୀ ସ୍ତରରୁ ଲାଭବାନ ହେବେ।  ବ୍ୟବସାୟ ପାଇଁ ଦିନଟି ଭଲ ରହିଛି।

ବୃଷ: ମଧ୍ୟମ ଫଳ ପ୍ରାପ୍ତି ହେବ। କୌଣସି ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ପୁରୁଣା ଇଚ୍ଛା ପୂରଣ ହେବ। ହଠାତ୍ ଯାତ୍ରା କରି ପାରନ୍ତି।

ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହଯୋଗ ପାଇ ଖୁସି ଅନୁଭବ କରିବେ। ଉତ୍ତମ ଭୋଜନ ଓ ନୂତନ ପୋଷାକ ମିଳିପାରେ।

କର୍କଟ: ଖର୍ଚ୍ଚ ବଢ଼ିବ। କଥା ଉପରେ ସଂଯମ ରଖନ୍ତୁ। ପରିବାରରେ ଖୁସିର ପରିବେଶ ରହିବ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁଙ୍କଠାରୁ ଶୁଭ ଖବର ପାଇବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।

କନ୍ୟା: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହିବ। ଉପହାର ମିଳିପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବିବାହ ସ୍ଥିର ହୋଇପାରେ।

ତୁଳା: ଅଳସୁଆ ଅନୁଭବ କରିବେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ପିଲାଙ୍କ ସହ ମତଭେଦ ହୋଇପାରେ। ମାନ-ସମ୍ମାନ ମିଳିବ।

ବିଛା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବାପା-ମାଆଙ୍କ ଠାରୁ ସହଯୋଗ ମିଳିବ। ଶରୀର ଅସୁସ୍ଥ ରହିବ। ମାନହାନି ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ପରିବାରରେ ଖୁସିର ପରିବେଶ ରହିବ। ସୁସ୍ଥ ରହିବେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଦିପହର ପରେ ନକାରାତ୍ମକ ଚିନ୍ତା କରିପାରନ୍ତି।

ମକର: କ୍ରୋଧ ଉପରେ ସଂଯମ ରଖନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଯାନବାହନ ସୁଖ ମିଳିବ। ମନୋରଞ୍ଜନ ସ୍ଥାନକୁ ଯାଇ ଖୁସି ଅନୁଭବ କରିବେ।

କୁମ୍ଭ: ଖର୍ଚ୍ଚ ବଢ଼ିବ। ସୁସ୍ଥ ରହିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଅଟକି ରହିଥିବା ଧନ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି।

Related story