ନିଆରା ବାହାଘର: କୁକୁଡା ସାଜିଲା କନିଆ

ଛତିଶଗଡ଼: ଏବେ ଚାଲିଛି ବାହାଘର ସିଜିନ୍‌। ଏମିତିରେ କାଳିଆ ଓ ସୁନ୍ଦରୀଙ୍କ ମନ ବି ଛାଟିପିଟି ହେଉଥିଲା। ମନ ହେଉଥିଲା ଦେହରେ ହଳଦୀ ମାଖି ବାହା ହେବାକୁ। କାହା ହାତ ଧରି ଶାଶୁ ଘର ଯିବାକୁ। ଯେମିତି ସବୁ ଝିଅ ମନେ ମନେ ମନାସିଥାନ୍ତି। ଠିକ୍‌ ସେମିତି ସୁନ୍ଦରୀ ବି କୋଉ ଜନ୍ମରେ କ’ଣ ମନାସିଥିଲା କେଜାଣି ଆଜି ଯାଇ ଭଗବାନ ତା ଡାକ ଶୁଣିଲେ। ଆଉ ବୋହୂ ସାଜି ବେଦିରେ ବସିଲା ସେ । କାଳିଆ […]

baha

baha

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 08:00 PM IST

Sports

Latest News

ଛତିଶଗଡ଼: ଏବେ ଚାଲିଛି ବାହାଘର ସିଜିନ୍‌। ଏମିତିରେ କାଳିଆ ଓ ସୁନ୍ଦରୀଙ୍କ ମନ ବି ଛାଟିପିଟି ହେଉଥିଲା। ମନ ହେଉଥିଲା ଦେହରେ ହଳଦୀ ମାଖି ବାହା ହେବାକୁ। କାହା ହାତ ଧରି ଶାଶୁ ଘର ଯିବାକୁ। ଯେମିତି ସବୁ ଝିଅ ମନେ ମନେ ମନାସିଥାନ୍ତି। ଠିକ୍‌ ସେମିତି ସୁନ୍ଦରୀ ବି କୋଉ ଜନ୍ମରେ କ’ଣ ମନାସିଥିଲା କେଜାଣି ଆଜି ଯାଇ ଭଗବାନ ତା ଡାକ ଶୁଣିଲେ। ଆଉ ବୋହୂ ସାଜି ବେଦିରେ ବସିଲା ସେ । କାଳିଆ ସାଜିଲା ତାର ମନର ମଣିଷ। ବାଜା ବାଜିଲା, ବାଣ ଫୁଟିଲା। ବରଯାତ୍ରୀଙ୍କ ଲମ୍ବା ଲାଇନ୍ ବି ଲାଗିଥିଲା। ପାରମ୍ପାରିକ ଚାଙ୍ଗୁ ବଜାଇ ନାଚଗୀତରେ ମସଗୁଲ ଥିଲେ ବରଯାତ୍ରୀ। ଏକ ସାଧାରଣ ବାହାଘର ପରି ସେମାନେ ସବୁ ରୀତିନିତି ଓ ପରମ୍ପରାରେ ବାହାହେଲେ। ଏଠି ପ୍ରଶ୍ନ ଉଠୁଛି ସବୁ ବାହାଘର ପରି ତ ଏହି ବାହାଘର ହେଉଛି। ହେଲେ ଏ କାଳିଆ ଆଉ ସୁନ୍ଦରୀ କିଏ କି ?

ଧୌର୍ଯ୍ୟ ଧରନ୍ତୁ କଥାଟା ଖୋଲି କହୁଛୁ। ଇଏ ଆମ ତମ ଭଳି ମଣିଷଙ୍କ ବାହାଘର ନୁହେଁ । କାଳିଆ ଆଉ ସୁନ୍ଦରୀ ଦୁହେଁ ହେଉଛନ୍ତି କୁକୁଡା। ବିହାର ଦାନ୍ତେଓ୍ୱାଡା ଜିଲ୍ଲାରେ ଏହି ନିଆରା କୁକୁଡା ବାହାଘର ଅନୁଷ୍ଠିତ ହୋଇଛି।  କୁକୁଡା କାଳିଆର କୁକୁଡା ସୁନ୍ଦରୀ ସହ ହୋଇଛି ବାହାଘର।  ବର ବେଶରେ କାଳିଆ ବରଯାତ୍ରୀ ନେଇ ଆସି ପହଞ୍ଚିଲା। କନ୍ୟା ଘରେ  ପରମ୍ପରା ଅନୁସାରେ ବରକୁ ବନ୍ଦାଇ ବେଦୀ ଉପରକୁ ନିଆଯାଇଥିଲା।  ଏହାପରେ ବଧୂ ବେଶରେ ସୁନ୍ଦରୀକୁ ବେଦୀ ଉପରକୁ ଅଣାଯାଇ ପଡିଥିଲା ହାତଗଣ୍ଠି। କନ୍ୟା ଓ ବରର ପିତା ସାଜିଥିଲେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ।

ବିବାହ ପରେ  କନ୍ୟା ପିତା ଓ ବର ପିତା ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ କାହିଁ କେଉଁ କାଳରୁ ତାଙ୍କ ଗାଁରେ ଏଭଳି ବିବାହର ପରମ୍ପରା ଚାଲି ଆସିଛି।  ଏଭଳି ବିବାହ ଦ୍ୱାରା ଲୋକମାନଙ୍କ ମଧ୍ୟରେ କୁକୁଡ଼ା ପାଳନ ପ୍ରତି ଆଗ୍ରହ ବଢାଇବା ହେଉଛି ମୁଖ୍ୟ ଉଦେଶ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story