ଦାମଙ୍କ ଯୁକ୍ତି: କୃଷିଋଣ ଛାଡ଼ ହେଲେ ସବୁ ଫାଇଦା ନେଇଯିବେ ଜମି ମାଲିକ

ଭୁବନେଶ୍ୱର: ଚାଷୀଙ୍କୁ ଋଣ ଛାଡ଼ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ।  କହିଛନ୍ତି- “ମହାରାଷ୍ଟ୍ରଠାରୁ ଓଡ଼ିଶା କଥା ଅଲଗା। ଓଡ଼ିଶାରେ ଅତୀତରେ କୃଷିଋଣ ଛାଡ଼ କରାଯାଇଛି। ତେବେ ଏବେ କୃଷିଋଣ ଛାଡ଼ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର କରିବେ। କୃଷିଋଣ ଛାଡ଼ କଲେ ସବୁ ଫାଇଦା ଜମି ମାଲିକ ନେଇଯିବେ। ଭାଗଚାଷୀ ପାଇବେନି। ଓଡ଼ିଶାରେ ୮୫ % ଭାଗଚାଷୀ ଅଛନ୍ତି। ତେଣୁ ସେମାନେ ଉପକୃତ ହେବେନି। ଭାଗଚାଷୀ ଆଇନ ନେଇ ୧୯ ତାରିଖରେ ବୈଠକ […]

dama

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 04:51 PM IST

ଭୁବନେଶ୍ୱର: ଚାଷୀଙ୍କୁ ଋଣ ଛାଡ଼ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ।  କହିଛନ୍ତି- “ମହାରାଷ୍ଟ୍ରଠାରୁ ଓଡ଼ିଶା କଥା ଅଲଗା। ଓଡ଼ିଶାରେ ଅତୀତରେ କୃଷିଋଣ ଛାଡ଼ କରାଯାଇଛି। ତେବେ ଏବେ କୃଷିଋଣ ଛାଡ଼ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର କରିବେ। କୃଷିଋଣ ଛାଡ଼ କଲେ ସବୁ ଫାଇଦା ଜମି ମାଲିକ ନେଇଯିବେ। ଭାଗଚାଷୀ ପାଇବେନି। ଓଡ଼ିଶାରେ ୮୫ % ଭାଗଚାଷୀ ଅଛନ୍ତି। ତେଣୁ ସେମାନେ ଉପକୃତ ହେବେନି। ଭାଗଚାଷୀ ଆଇନ ନେଇ ୧୯ ତାରିଖରେ ବୈଠକ ଅଛି। ବୈଠକ ପରେ ଋଣ ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ବିଚାର କରିପାରନ୍ତି।

Related story