ଭଦ୍ରକରେ ତାଜିଆ ଶୋଭାଯାତ୍ରା

ଭଦ୍ରକ: ଆଜି ମୁସଲମାନଙ୍କ ପବିତ୍ର ପର୍ବ ମହରମ୍‌। ଏଥିପାଇଁ ଭଦ୍ରକ ସମେତ ବିଭିନ୍ସାନ ସ୍ଥାନରେ ତାଜିଆ ପରିକ୍ରମା କରିଛି। ଭଦ୍ରକର ସାହି ବସ୍ତିରେ ତାଜିଆ ନିର୍ମାଣ ହୋଇଛି। ରାସ୍ତା ଉପରେ ନିର୍ମିତ ହୋଇଛି ତୋରଣ। ତାଜିଆ ପ୍ରତିଯୋଗିତା ପାଇଁ ଯୁବପୀଢ଼ିଙ୍କ ତରଫରୁ ଭିନ୍ନି ଭିନ୍ନ ତାଜିଆ ତିଆରି କରିଥିଲେ। ଚଳିତବର୍ଷ ସହରରେ ମୋଟ ୪୧ଟି ତାଜିଆ ପ୍ରସ୍ତୁତ କରାଯାଇଛି। ତାଜିଆ ଶୋଭାଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଦୁର୍ଗା ମେଢ ଭସାଣି ପରେ ତାଜିଆ […]

moharmma

Rakesh Mallick
  • Published: Wednesday, 12 October 2016
  • , Updated: 12 October 2016, 10:29 PM IST

ଭଦ୍ରକ: ଆଜି ମୁସଲମାନଙ୍କ ପବିତ୍ର ପର୍ବ ମହରମ୍‌। ଏଥିପାଇଁ ଭଦ୍ରକ ସମେତ ବିଭିନ୍ସାନ ସ୍ଥାନରେ ତାଜିଆ ପରିକ୍ରମା କରିଛି। ଭଦ୍ରକର ସାହି ବସ୍ତିରେ ତାଜିଆ ନିର୍ମାଣ ହୋଇଛି। ରାସ୍ତା ଉପରେ ନିର୍ମିତ ହୋଇଛି ତୋରଣ। ତାଜିଆ ପ୍ରତିଯୋଗିତା ପାଇଁ ଯୁବପୀଢ଼ିଙ୍କ ତରଫରୁ ଭିନ୍ନି ଭିନ୍ନ ତାଜିଆ ତିଆରି କରିଥିଲେ।

ଚଳିତବର୍ଷ ସହରରେ ମୋଟ ୪୧ଟି ତାଜିଆ ପ୍ରସ୍ତୁତ କରାଯାଇଛି। ତାଜିଆ ଶୋଭାଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଦୁର୍ଗା ମେଢ ଭସାଣି ପରେ ତାଜିଆ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

Related story